ବରଗଡ଼,୧୭ା୨: ବରଗଡ଼ ଜିଲା ପଦ୍ମପୁର ଏନ୍ଏସି ଜମାଦାର ଦୀନବନ୍ଧୁ ପଣ୍ଡା ଗୁରୁବାର ମଧ୍ୟାହ୍ନରେ ଭିଜିଲାନ୍ସ ଜାଲରେ ପଡ଼ିଛନ୍ତି। ସେ ଜଣଙ୍କଠାରୁ ୨୫ ହଜାର ଲାଞ୍ଚ ନେଉଥିବା ବେଳେ ବରଗଡ଼ ଭିଜିଲାନ୍ସର ଏକ ଟିମ୍ ଅତର୍କିତ ଚଢ଼ାଉ କରି ତାଙ୍କୁ ଧରିଥିଲା। ଭିଜିଲାନ୍ସ ଟିମ୍ ଏନେଇ ଅଧିକ ଖୋଳତାଡ଼ ଚଳାଇଛି।