banner
Breaking

ରାଜ୍ୟରେ ପୁଣି ୬୭ ପଜିଟିଭ୍ ଚିହ୍ନଟ। ଆକ୍ରାନ୍ତଙ୍କ ସ°ଖ୍ୟା ୧୬୬୦କୁ ବୃଦ୍ଧି।

0

ଭୁବନେଶ୍ୱ.୨୮/୫(ଓଡ଼ିଆ ନ୍ୟୁଜ): ରାଜ୍ୟର ପୁଣି ୬୭ କରୋନା ପଜିଟିଭ୍ ଆଜି ଚିହ୍ନଟ ହୋଇଛନ୍ତି । ସେମାନଙ୍କ ମଧ୍ୟରୁ ୬୫ ଜଣ କ୍ୱାରେଣ୍ଟାଇନରେ ଥିବା ବେଳେ ୨ ଜଣ ସ୍ଥାନୀୟ ଅଞ୍ଚଳର ବୋଲି ଜଣାପଡିଛି । ଏହି କ୍ରମରେ ରାଜ୍ୟରେ କୋଟ ଆକ୍ରାନ୍ତଙ୍କ ସଂଖ୍ୟା ୧୬୬୦କୁ ବୃଦ୍ଧି ପାଇଛି । ଏନେଇ ସ୍ୱାସ୍ଥ୍ୟ ଓ ପରିବାର କଲ୍ୟାଣ ବିଭାଗ ପକ୍ଷରୁ ସୂଚନା ଦିଆଯାଇଛି ।
ସେମାନଙ୍କ ମଧ୍ୟରୁ ଗଞ୍ଜାମରୁ ୨୬,ଯାଜପୁର ୧୧,ଖୋର୍ଦ୍ଧାରୁ ୧୧,ନୟାଗଡ଼ ୭,ସୋନପୁର ୪,ବଲାଙ୍ଗୀର, ଜଗତସିଂହପୁର ଓ ସମ୍ବଲପୁରରୁ ୨ ଜଣ ଲେଖାଏଁ ସେହିପରି କେନ୍ଦୁଝର ଓ ବରଗଡ଼ରୁ ଜଣେ ଲେଖାଏଁ ଆକ୍ରାନ୍ତ ଅଟନ୍ତି।

Khansweb Solution Bhubaneswar

Leave A Reply

Your email address will not be published.