banner
Breaking

ରାଜ୍ୟରେ ଆଜି ୨,୬୦୩ ପଜିଟିଭ ଚିହ୍ନଟ

0

ଭୁବନେଶ୍ୱର,୫/୨(ବ୍ୟୁରୋ): ରାଜ୍ୟରେ ଆଜି ଆଉ ୨,୬୦୩ କରୋନା ପଜିଟିଭ ଚିହ୍ନଟ ହୋଇଛନ୍ତି । ସେମାନଙ୍କ ମଧ୍ୟରେ ସଂଗରୋଧରୁ ୧, ୫୨୧ ଆକ୍ରାନ୍ତ ଚିହ୍ନଟ ହୋଇଥିବା ବେଳେ, ସ୍ଥାନୀୟ ସଂକ୍ରମିତ ୧, ୦୮୨ ଜଣ ୧୮ ବର୍ଷ ମଧ୍ୟରେ ରହିଛନ୍ତି ୩୪୯ ପଜିଟିଭ୍ ।
ଆଜି ଖୋର୍ଦ୍ଧାରୁ ସର୍ବାଧିକ ୪୪୪ ଆକ୍ରାନ୍ତ ଚିହ୍ନଟ ହୋଇଛନ୍ତି । ଅନୁଗୁଳରୁ ୧୦୨, ବାଲେଶ୍ୱର ୪୮, ବରଗଡ ୫୧, ଭଦ୍ରକ ୩୭, ବଲାଙ୍ଗିର ୬୦, ବୌଦ୍ଧ ୩୭, କଟକ ୨୦୫, ଦେବଗଡ ୨୧, ଢେଙ୍କାନାଳ ୬୪, ଗଜପତିରୁ ୬୪ ଚିହ୍ନଟ ହୋଇଛନ୍ତି । ଗଞ୍ଜାମରେ ୮୫, ଜଗତସିଂହପୁର ୬୦, ଯାଜପୁର ୧୩୩, ଝାରସୁଗୁଡା ୫୭, କଳାହାଣ୍ଡି ୬୦, କନ୍ଧମାଳ ୨୬, କେନ୍ଦ୍ରାପଡା ୬୩, କେନ୍ଦୁଝରରେ ୪୩, କୋରାପୁଟ ୯୪, ମାଲକାନଗିରି ୧୯, ମୟୁରଭଞ୍ଜ ୧୦୪, ନବରଙ୍ଗପୁର ୬୨, ନୟାଗଡ ୬୭, ନୂଆପଡା ୮୭, ପୁରୀ ୪୧, ରାୟଗଡା ୬୧, ସମ୍ବଲପୁର ୮୮, ସୋନପୁର ୧୬, ସୁନ୍ଦରଗଡ ୨୦୪ ଷ୍ଟେଟପୁଲରୁ ୧୦୦ ଜଣ କରୋନା ଆକ୍ରାନ୍ତ ଚିହ୍ନଟ ହୋଇଛନ୍ତି ।
ସେହିପରି ଗତ ୨୪ ଘଣ୍ଟାରେ କରୋନାରୁ ସୁସ୍ଥ ହୋଇଛନ୍ତି ଆଉ ୬,୧୦୯ ଆକ୍ରାନ୍ତ । ଆଜିର ସୁସ୍ଥତାକୁ ମିଶାଇ ରାଜ୍ୟରେ ଏଯାଏ ମୋଟ୍ ସୁସ୍ଥ ହେଲେଣି ୧୨ଲକ୍ଷ ୨୮ ହଜାର ୯୭୬ ଆକ୍ରାନ୍ତ । ରାଜ୍ୟରେ ମୋଟ୍ ଆକ୍ରାନ୍ତଙ୍କ ସଂଖ୍ୟା ୧୨ଲକ୍ଷ ୬୪ ହଜାର ୭୦୫କୁ ବୃଦ୍ଧି ପାଇଥିବା ବେଳେ, ସକ୍ରିୟ ଆକ୍ରାନ୍ତ ରହିଛନ୍ତି ୨୬ ହଜାର ୯୬୫ ଜଣ ।ଏନେଇ ରାଜ୍ୟ ସ୍ୱାସ୍ଥ୍ୟ ଓ ପରିବାର କଲ୍ୟାଣ ବିଭାଗ ପକ୍ଷରୁ ସୂଚନା ଦିଆଯାଇଛି ।

Khansweb Solution Bhubaneswar

Leave A Reply

Your email address will not be published.