banner
Breaking

ଆଜି ରାଜ୍ୟରେ ୮୫୪୧ ସୁସ୍ଥ ହେଲେ।

0

ଭୁବନେଶ୍ବର,୯/୫(ବ୍ୟୁରୋ): ଆଜି ରାଜ୍ୟରେ ପୁଣି ୮୫୪୧ଜଣ କରୋନା ଆକ୍ରାନ୍ତ ସୁସ୍ଥ ହୋଇଛନ୍ତି। ଆଜି ସୁସ୍ଥ ହୋଇଥିବା କରୋନା ଆକ୍ରାନ୍ତଙ୍କୁ ମିଶାଇ ରାଜ୍ୟରେ ମୋଟ ଆରୋଗ୍ୟ ସଂଖ୍ୟା ୪୪୭୮୬୩କୁ ବୃଦ୍ଧି ପାଇଛି। ଆଜି ଖୋର୍ଦ୍ଧା ଜିଲାରେ ସର୍ବାଧିକ ୧୩୮୩ଜଣ କରୋନା ଆକ୍ରାନ୍ତ ସୁସ୍ଥ ହୋଇଛନ୍ତି। ସେହିପରି ସୁନ୍ଦରଗଡ଼ ୭୪୫, କଟକ ୫୮୦. ପୁରୀ ୫୩୦, ଝାରସୁଗୁଡ଼ା ୪୩୯, ବରଗଡ଼ ୪୩୮, ସମ୍ବଲପୁର ୪୧୪, ନବରଙ୍ଗପୁର ୩୯୯, ଅନୁଗୁଳ ୩୪୮, ଯାଜପୁର ୩୩୪, ଷ୍ଟେଟ୍‌ପୁଲ ୨୭୬, ନୂଆପଡ଼ା ୨୬୬, ମୟୂରଭଞ୍ଜ ୨୪୭, ଗଞ୍ଜାମ ୨୨୬, କଳାହାଣ୍ଡି ୧୯୩, ନୟାଗଡ଼ ୧୮୯, କେନ୍ଦୁଝର ୧୬୧, ବଲାଙ୍ଗିର ୧୫୯, ରାୟଗଡ଼ା ୧୫୬, ବାଲେଶ୍ବର ୧୫୪, ଜଗତସିଂହପୁର ୧୨୦, ସୋନପୁର ୧୦୩, ଦେବଗଡ଼ ୯୭, ଭଦ୍ରକ ୯୦, କୋରାପୁଟ ୮୮, ବୌଦ୍ଧ ୭୨, କେନ୍ଦ୍ରାପଡ଼ା ୭୦, କନ୍ଧମାଳ ୫୧, ମାଲକାନଗରି ୫୧, ଢେଙ୍କାନାଳ ୩୨ ଏବଂ ଢେଙ୍କାନାଳରୁ ୩୨ଜଣ କରୋନା ଆକ୍ରାନ୍ତ ସୁସ୍ଥ ହୋଇଛନ୍ତି ବୋଲି ସ୍ବାସ୍ଥ୍ୟ ଓ ପରିବାର କଲ୍ୟାଣ ବିଭାଗ ପକ୍ଷରୁ ଟ୍ବିଟ୍‌ ଯୋଗେ ସୂଚନା ଦିଆଯାଛି।

Khansweb Solution Bhubaneswar

Leave A Reply

Your email address will not be published.