banner
Breaking

ରାଜ୍ୟରେ ଆଉ ୬୫୨୭ ଜଣ ସୁସ୍ଥ ହେଲେ।

0

ଭୁବନେଶ୍ବର,୨/୫(ବ୍ୟୁରୋ) : ଆଜି ରାଜ୍ୟରେ ପୁଣି ୬୫୨୭ଜଣ କରୋନା ଆକ୍ରାନ୍ତ ସୁସ୍ଥ ହୋଇଛନ୍ତି। ଆଜି ସୁସ୍ଥ ହୋଇଥିବା କରୋନା ଆକ୍ରାନ୍ତଙ୍କୁ ମିଶାଇ ମୋଟ ଆରୋଗ୍ୟ ସଂଖ୍ୟା ୩୯୭୫୭୫କୁ ବୃଦ୍ଧି ପାଇଛି। ଆଜି ଖୋର୍ଦ୍ଧା ଜିଲାରୁ ସର୍ବାଧିକ ୯୬୧ କରୋନା ଆକ୍ରାନ୍ତ ସୁସ୍ଥ ହୋଇଛନ୍ତି। ସେହିପରି ସୁନ୍ଦରଗଡ଼ ୬୮୨, କଳାହାଣ୍ଡି ୬୮୦, ଝାରସୁଗୁଡ଼ା ୪୪୯, ପୁରୀ ୩୯୪, କଟକ ୩୮୦, ନୂଆପଡ଼ା ୩୪୨, ବରଗଡ଼ ୩୧୨, ସମ୍ବଲପୁର ୨୬୪, ନବରଙ୍ଗପୁର ୨୪୬, ବଲାଙ୍ଗିର ୨୩୧, କେନ୍ଦୁଝର ୧୯୪, ଷ୍ଟେଟ୍‌ପୁଲ ୧୯୩, ଗଞ୍ଜାମ ୧୫୦, ଯାଜପୁର ୧୩୩, ମୟୂରଭଞ୍ଜ ୧୨୨, ରାୟଗଡ଼ା ୯୮, ନୟାଗଡ଼ ୮୮, ଭଦ୍ରକ ୮୫, ବାଲେଶ୍ବର ୭୯, ଗଜପତି ୭୬, ଜଗତସିଂହପୁର ୭୧, ଅନୁଗୁଳ ୪୯, ଦେବଗଡ଼ ୪୭, କେନ୍ଦ୍ରାପଡ଼ା ୪୭, କୋରାପୁଟ ୪୨, କନ୍ଧମାଳ ୩୫, ବୌଦ୍ଧ ୨୯, ମାଲକାନଗିରି ୨୨, ଢେଙ୍କାନାଳ ୧୬ ଓ ସୋନପୁରରୁ ୧୦ଜଣ କରୋନା ଆକ୍ରାନ୍ତ ଚିହ୍ନଟ ହୋଇଛନ୍ତି ବୋଲି ସ୍ବାସ୍ଥ୍ୟ ଓ ପରିବାର କଲ୍ୟାଣ ବିଭାଗ ପକ୍ଷରୁ ଟ୍ବିଟ୍ ଯୋଗେ ସୂଚନା ଦିଆଯାଇଛି।

Khansweb Solution Bhubaneswar

Leave A Reply

Your email address will not be published.