banner
Breaking

ପୁଣି ନବୀନ ଦେଶର ଲୋକପ୍ରିୟ ମୁଖ୍ୟମନ୍ତ୍ରୀ।

0

ନୂଆଦିଲ୍ଲୀ : ପୁଣି ଥରେ ଦେଶର ଲୋକପ୍ରିୟ ମୁଖ୍ୟମନ୍ତ୍ରୀ ହୋଇଛନ୍ତି ନବୀନ ପଟ୍ଟନାୟକ। ଇଣ୍ଡିଆ ଟୁଡେ ଗ୍ରୁପ-କାର୍ଭି ଇନ୍‌ସାଇଟ୍‌ସ ଦ୍ବାରା କରାଯାଇଥିବା ମୁଡ୍‌ ଅଫ୍‌ ଦ ନେଶନ (ଏମଓଟିଏନ) ସର୍ଭେ ୨୦୨୧ରେ ଏହା ପ୍ରକାଶ କରାଯାଇଛି।
ସର୍ଭେରେ ଓଡ଼ିଶା ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ପ୍ରଥମ ସ୍ଥାନ ଅଧିକାର କରିଛନ୍ତି। ସର୍ଭେରେ ନବୀନଙ୍କୁ  ୫୧ ପ୍ରତିଶତ ମତଦାତା ପସନ୍ଦ କରିଥିବାବେଳେ ଦିଲ୍ଲୀ ମୁଖ୍ୟମନ୍ତ୍ରୀ କେଜ୍ରିୱାଲଙ୍କୁ ୪୪ ପ୍ରତିଶତ ଲୋକ ପସନ୍ଦ କରିଛନ୍ତି। ସେ ୨ୟ ସ୍ଥାନରେ ଅଛନ୍ତି। ତାଙ୍କ ପଛକୁ ରହିଛନ୍ତି ଯୋଗୀ ଆଦିତ୍ୟନାଥ (୩୯%), ମହାରାଷ୍ଟ୍ର ମୁଖ୍ୟମନ୍ତ୍ରୀ ଉଦ୍ଧବ ଠାକରେ (୩୫%) ଏବଂ ତେଲେଙ୍ଗାନା ମୁଖ୍ୟମନ୍ତ୍ରୀ କେ. ଚନ୍ଦ୍ରଶେଖର ରାଓ (୩୫%)।

Khansweb Solution Bhubaneswar

Leave A Reply

Your email address will not be published.