banner
Breaking

ପ୍ରତିକୂଳ ଜଳବାୟୁ ଜୀବନ ଜୀବିକା ପାଇଁ ବିପଦ ସୃଷ୍ଟି କରୁଛି।

0

ଭୁବନେଶ୍ୱର : ଆଜି ଆନ୍ତର୍ଜାତିକ ଦୁର୍ବିପାକ ବିପର୍ଯ୍ୟୟ ପ୍ରଶମନ ଦିବସ ଅବସରରେ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ କହିଛନ୍ତି ଯେ ପ୍ରତିବର୍ଷ ବିଭିନ୍ନ ପ୍ରତିକୂଳ ଜଳବାୟୁ ପରିସ୍ଥିତି ଓଡ଼ିଶାର ଲକ୍ଷ ଲକ୍ଷ ଲୋକଙ୍କ ଜୀବନ ଓ ଜୀବିକା ପ୍ରତି ବିପଦ ସୃଷ୍ଟି କରୁଛି। ବିଭିନ୍ନ ସ୍ତରରେ ବିପର୍ଯ୍ୟୟ ପରିଚାଳନା ଦୃଢ଼ୀକରଣ, ଦୁର୍ବିପାକକୁ ସାମ୍ନା କରିବାକୁ ପ୍ରସ୍ତୁତ ଭିତ୍ତିଭୂମି ଏବଂ ଲୋକଙ୍କ ଜୀବନରକ୍ଷା ପାଇଁ ଉତ୍ତମ ଅଭ୍ୟାସ କ୍ରମେ ପ୍ରତିରୋଧକୁ ସଶକ୍ତ କରିବା ପାଇଁ ସମସ୍ତେ ଶପଥ ନେବାକୁ ମାନ୍ୟବର ମୁଖ୍ୟମନ୍ତ୍ରୀ ଆହ୍ୱାନ ଜଣାଇଛନ୍ତି।

Khansweb Solution Bhubaneswar

Leave A Reply

Your email address will not be published.