banner
Breaking

ଘର ମରାମତି ଟଙ୍କାର ଶୁଭାରମ୍ଭ କଲେ ମୁଖ୍ୟମନ୍ତ୍ରୀ

0

ଭୁବନେଶ୍ବର,୭।୧(ବ୍ୟୁରୋ): ରାଜ୍ୟ ସରକାର ଶୁକ୍ରବାର ଘର ମରାମତି ସହାୟତା ରାଶି ପ୍ରଦାନର ଶୁଭାରମ୍ଭ କରିଛନ୍ତି। ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ବିଜୁ ପକ୍କାଘର ପାଇଥିବା ହିତାଧିକାରୀଙ୍କୁ ୩ ହଜାର ଟଙ୍କା ଏବଂ ଘର ପାଇ ନ ଥିବା ହିତାଧିକାରୀଙ୍କୁ ୫ ହଜାର ଟଙ୍କାର ସହାୟତା ରାଶି ପ୍ରଦାନ କରିଛନ୍ତି।

ବିଜୁ ପକ୍କାଘର ଯୋଜନାରେ ୩୧ ଲକ୍ଷ ହିତାଧିକାରୀଙ୍କୁ ରାଜ୍ୟ ସରକାର ଘର ଯୋଗାଇ ଦେଇଛନ୍ତି। ଏବେ ସେହି ଘର ମରାମତି ଲାଗି ସାଢ଼େ ୮ ଲକ୍ଷ ପରିବାରକୁ ସହାୟତା ରାଶି ପଠାଯାଇଛି। ପ୍ରତି ପରିବାରକୁ ୩ ହଜାର ଲେଖାଏ, ୧୪୪୪ କୋଟି ଦିଆଯିବ ବୋଲି ମୁଖ୍ୟମନ୍ତ୍ରୀ ଅଭିଭାଷଣ ଦେଇ କହିଛନ୍ତି।

Khansweb Solution Bhubaneswar

Leave A Reply

Your email address will not be published.