banner
Breaking

ଚିଲିକାରେ ଆଜିଠାରୁ ପକ୍ଷୀ ଗଣନା

0

ଖୋର୍ଦ୍ଧା,୩।୧: ଚିଲିକାର ଅତିଥି ସାଜିଥିବା ଦେଶୀ-ବିଦେଶୀ ପକ୍ଷୀଙ୍କ ଗଣନା କରାଯିବ । ମଙ୍ଗଳବାର ସକାଳ ୬ଟାରୁ ୧୧ଟା ସମୟ ପର୍ଯ୍ୟନ୍ତ ଏହି ପକ୍ଷୀ ଗଣନା କରାଯିବ । ସେନେଇ ସୋମବାର ଗଣନାକାରୀମାନଙ୍କୁ ଟ୍ରେନିଂ ଦିଆଯାଇଛି । ଚିଲିକା ଉନ୍ନୟନ କର୍ତ୍ତୃପକ୍ଷଙ୍କ ବାଲୁଗାଁ-ଚନ୍ଦ୍ରାପୁଟ ସ୍ଥିତ ଆଦ୍ର ଭୂମି ପରୀକ୍ଷଣ ସେଣ୍ଟର ପରିସରରେ ପକ୍ଷୀ ବିଶେଷଜ୍ଞମାନେ ଗଣନାକାରୀଙ୍କୁ ପ୍ରଶିକ୍ଷଣ ଦେଇଛନ୍ତି ।

Khansweb Solution Bhubaneswar

Leave A Reply

Your email address will not be published.