banner
Breaking

ଜଷ୍ଟିସ ଡି ଓ୍ବାଇ ଚନ୍ଦ୍ରଚୂଡ ଦେଶର ୫୦ ତମ ବିଚାରପତି

0

ନୂଆଦିଲ୍ଲୀ : ଦେଶର ୫୦ତମ ପ୍ରଧାନ ବିଚାରପତି ଭାବେ ଜଷ୍ଟିସ ଡି.ଓ୍ବାଇ ଚନ୍ଦ୍ରଚୂଡ ବୁଧବାର ଶପଥ ଗ୍ରହଣ କରିଛନ୍ତି। ରାଷ୍ଟ୍ରପତି ଦ୍ରୌପଦୀ ମୁର୍ମୁ ତାଙ୍କୁ ଶପଥ ପାଠ କରାଇଛନ୍ତି। ସେ ଦେଶର ସିଜେଆଇ ଭାବେ ଦୀର୍ଘ ୨ ବର୍ଷ ଧରି କାମ କରିବେ। ତାଙ୍କ କାର୍ଯ୍ୟକାଳ ୨୦୨୪ରେ ଶେଷ ହେବ।

ଜଷ୍ଟିସ ଚନ୍ଦ୍ରଚୂଡଙ୍କ ବାପା ଜଷ୍ଟିସ ୱାଭି ଚନ୍ଦ୍ରଚୂ ମଧ୍ୟ ଭାରତର ସବୁଠାରୁ ଅଧିକ ସମୟ ସିଜେଆଇ ଭାବେ କାମ କରିଥିଲେ। ସେ ୧୯୭୮ ମସିହା ଫେବୃଆରୀ ୨୨ରୁ ୧୯୯୫ ମସିହା ଜୁଲାଇ ୧୧ ଯାଏ ଦେଶର ପ୍ରଧାନ ବିଚାରପତି ରହିଥିଲେ। ଏବେ ତାଙ୍କ ପୁଅ ଜଷ୍ଟିସ ଚନ୍ଦ୍ରଚୂଡ ମଧ୍ୟ ୨ ବର୍ଷ ପାଇଁ ସିଜେଇଆଇ ଭାବେ କାମ କରିବେ।

Khansweb Solution Bhubaneswar

Leave A Reply

Your email address will not be published.