banner
Breaking

ପୋଖରୀ ଖୋଳୁ ଖୋଳୁ ବାହାରିଲେ ମହାଦେବ।

0

ବୌଦ୍ଧ,୧୪।୪: ବୌଦ୍ଧ ବ୍ଲକ ମୁର୍ଷୁଣ୍ଢୀ ପଞ୍ଚାୟତ ଅଧୀନ ଜଗଦିଶପୁର ନିକଟରେ ପୋଖରୀ ଖୋଳା ଯିବା ସମୟରେ ଏକ ଶିବ ଲିଙ୍ଗ ଉଦ୍ଧାର ହୋଇଛି ।ଏହି ଖବର ପ୍ରଚାରିତ ହେବା ପରେ ଆଖପାଖ ଗାଁ ଲୋକଙ୍କ ଭିଡ ଜମିଥିଲା। ଲୋକେ ଶିବ ଲିଙ୍ଗରେ କ୍ଷୀର ଢାଳି ପୂଜାର୍ଚ୍ଚନା କରିଥିବା ଦେଖିବାକୁ ମିଳିଥିଲା। ବୁଧବାର ନିର୍ମାଣାଧୀନ ବାଇପାସ ରାସ୍ତାର ଜଗଦିଶପୁର ନିକଟରେ ଏକ ଜେସିବି ମେଶିନ ଦ୍ୱାରା ପୋଖରୀ ଖୋଳାଯିବା ବେଳେ ଜେସିବିର ବକେଟରେ ଏକ ପଥର ଲାଗିଥିଲା। ବାହାରକୁ କାଢ଼ିଲା ପରେ ଏହା ଏକ ଶିବଲିଙ୍ଗ ଦେଖିବାକୁ ମିଳିଥିଲା।

Khansweb Solution Bhubaneswar

Leave A Reply

Your email address will not be published.