banner
Breaking

ନୀଳାଦ୍ରି ବିହାରରେ ଉନ୍ନତି ମୂଳକ କାର୍ଯ୍ୟର ସମୀକ୍ଷା କଲେ ବଏମସିି କନିଶନର

0

ଭୁବନେଶ୍ୱର : ଭୁବନେଶ୍ୱର ମହାନଗର ନିଗମର ୮ ନମ୍ବର ଓାର୍ଡ ଅନ୍ତର୍ଗତ ନୀଳାଦ୍ରି ବିହାର ସେକ୍ଟର ୧ ଓ ୨ କଲୋନୀରେ ବିଭିନ୍ନ ଉନ୍ନତି ମୂଳକ କାର୍ଯ୍ୟର ସମୀକ୍ଷା କରିଛନ୍ତି ବିଏମସି କମିଶନର ବିଜୟ ଅମୃତ କୁଳାଙ୍ଗେ । ଆଜି ସକାଳ ସାତ ଟାରେ ନୀଳାଦ୍ରି ବିହାରରେ ପହଞ୍ଚି ସରସ୍ୱତୀ ଶିଶୁ ମନ୍ଦିର ପଛ ପଟେ ନିର୍ମାଣ ହେବାକୁ ଥିବା ଭେଣ୍ଡିଙ୍ଗ ଜୋନ୍ ଓ ରାମ ମନ୍ଦିର ସମ୍ମୁଖରେ ମିନି ପାର୍କ କାର୍ଯ୍ୟର ସମୀକ୍ଷା କରିଥିଲେ । ଏକି କାର୍ଯ୍ୟକ୍ରମରେ କମିଶନରଙ୍କ ସହିତ ଅରୁଣ କୁମାର ପଟ୍ଟନାୟକ, ମୁଖ୍ୟ ଯନ୍ତ୍ରୀ ହୃଷିକେଶ ସାହୁ ଓ ବିଜେଡି ଜିଲ୍ଲା ସାଧାରଣ ସମ୍ପାଦକ ମନୋଜ କୁମାର ସାହୁ ପ୍ରମୁଖ ଉପସ୍ଥିତ ଥିଲେ ।

Khansweb Solution Bhubaneswar

Leave A Reply

Your email address will not be published.