banner
Breaking

ଆସନ୍ତା କାଲି ବିଜେଡି ସାସ°ଦୀୟ ଦଳ ବୈଠକ।

0

ଭୁବନେଶ୍ୱର,୨୭ ।୧(ଓଡ଼ିଆ ନ୍ୟୁଜ): ନବୀନ ନିବାସରେ ଆସନ୍ତାକାଲି ବସିବାକୁ ଯାଉଛି ବିଜେଡି ସଂସଦୀୟ ଦଳ ବୈଠକ । ବଜେଟ୍ ଅଧିବେଶନରେ ବିଜେଡି ଆଭିମୁଖ୍ୟ କଣ ରହିବ, ସେନେଇ ବୈଠକରେ ଆଲୋଚନା ହେବ । ଏଥିପାଇଁ ଦଳୀୟ ସାଂସଦଙ୍କ ସହ ଆଲୋଚନା କରିବେ ଦଳର ସୁପ୍ରିମୋ ତଥା ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ । ରେଳ ପ୍ରକଳ୍ପ, ଆୟୁଷ୍ମାନ୍ ଭାରତ, ସିଏଏ, ଏନଆସିକୁ ନେଇ ଆଲୋଚନା ଆଲୋଚନା ହୋଇପାରେ । ଏହା ସହ କୋଇଲା ରୟାଲଟି, ଗ୍ରୀନ୍ ସେସ୍ ନେଇ ମଧ୍ୟ ବୈଠକରେ ଆଲୋଚନା ହୋଇପାରେ ବୋଲି ଜଣାପଡିଛି ।

Khansweb Solution Bhubaneswar

Leave A Reply

Your email address will not be published.