banner
Breaking

ଷଷ୍ଠ ଦିନରେ ବି ଚାଲି ପାରିଲାନି ବିଧାନସଭା

0

ଭୁବନେଶ୍ୱର,୭।୧୨(ବ୍ୟୁରୋ): ଷଷ୍ଠ ଦିନରେ ବି ଚାଲି ପାରିଲାନି ବିଧାନସଭା। ମଙ୍ଗଳବାର ଅଧିବେଶନ ଆରମ୍ଭରୁ ଗୃହ ମଧ୍ୟ ଭାଗରେ ପ୍ଲାକାର୍ଡ ଧରି ବିରୋଧୀଙ୍କ ହଟ୍ଟଗୋଳ ଦେଖିବାକୁ ମିଳିଛି। ଅପରାହ୍ନ ୪ଟା ଯାଏ ଗୃହକୁ ବାଚସ୍ପତି ସୂର୍ଯ୍ୟ ନାରାୟଣ ପାତ୍ର ମୁଲତବୀ ଘୋଷଣା କରିଛନ୍ତି। ମମିତା ନ୍ୟାୟ ପାଇଁ ମନ୍ତ୍ରୀ ଦିବ୍ୟଶଙ୍କର ମିଶ୍ରଙ୍କ ବହିଷ୍କାର ଦାବିରେ ବିରୋଧୀ ହୋହଲ୍ଲା କରିଛନ୍ତି।

Khansweb Solution Bhubaneswar

Leave A Reply

Your email address will not be published.