ବାଜିଲା ପୌର ନିର୍ବାଚନ ବିଗୁଲ। ମାର୍ଚ୍ଚ ୨୪ ରେ ନିର୍ବାଚନ

ପୌର ନିର୍ବାଚନ ପାଇଁ ବାଜିଲା ବିଗୁଲ। ଆଜି ଠାରୁ ଲାଗିଲା ଆଚରଣବିଧି। ମାର୍ଚ୍ଚ ୨୪ ରେ ହେବ ପୌର ନିର୍ବାଚନ। ମାର୍ଚ୍ଚ ୨ ରୁ ୭ ନମିନେସନ୍।