banner
Breaking

ଜୟଦେବ ବିହାର ଓଭରବ୍ରିଜ ତଳକୁ ଖସି ପଡିଲେ ଯୁବକ

0

ଭୁବନେଶ୍ୱର,୧୭ା୨(ବ୍ୟୁରୋ): ରାଜଧାନୀର ଜୟଦେବ ବିହାର ଓଭରବ୍ରିଜ୍‌ ଉପରୁ ତଳକୁ ଖସି ପଡ଼ିଲେ ଜଣେ ଯୁବକ। ଓଭର ବ୍ରିଜ୍‌ ଉପରେ ବାଇକ ଥିବାବେଳେ ତଳେ ସେ ତଳକୁ ଖସି ପଡ଼ିଥିଲେ।

ଯୁବକ ଜଣଙ୍କ ରସୁଲଗଡ ପଟୁ ବରମୁଣ୍ଡା ଆଡ଼କୁ ଆସୁଥିଲେ। ତେବେ ତାଙ୍କ ପରିଚୟ ମିଳିପାରିନାହିଁ । ଆହତ ଅବସ୍ଥାରେ ଯୁବକଙ୍କୁ ପ୍ରଥମେ କ୍ୟାପିଟାଲ ହସ୍ପିଟାଲ ଓ ପରେ ଘରୋଇ ଡାକ୍ତରଖାନାକୁ ସ୍ଥାନାନ୍ତର କରାଯାଇଛି। ନୟାପଲ୍ଲୀ ପୋଲିସ ଘଟଣାର ତଦନ୍ତ ଜାରି ରଖିଛି।

Khansweb Solution Bhubaneswar

Leave A Reply

Your email address will not be published.