banner
Breaking

ଭୁବନେଶ୍ୱର ପୌର ନିର୍ବାଚନ ଓ୍ବାର୍ଡ ତାଲିକା

0

ଭୁବନେଶ୍ୱର,୨୯/୧(ଓଡ଼ିଆ ନ୍ୟୁଜ) ପୌର ନିର୍ବାଚନ ପାଇଁ ଚୁଡାନ୍ତ ତାଲିକା ପ୍ରକାଶ ପାଇଛି ଏହି କ୍ରମରେ ଭୁବନେଶ୍ୱରର ମହାନଗର ନିଗମର ୬୭ ଟି ଓ୍ବାର୍ଡ ମଧ୍ୟରୁ ୩୮ ଆସନ ସ°ରକ୍ଷିତ ରହିଛି। ସେଥି ମଧ୍ୟରେ ୨ ଓ ୩୪ ଏବଂ ୧୩ ନମ୍ବର ୱାର୍ଡ ଅନୁସୂଚିତ ଜାତି ମହିଳାଙ୍କ ପାଇଁ ସଂରକ୍ଷିତ ରଖାଯାଇଛି । ସେହିପରି ୩୬, ୧୮ ଓ ୨୧ ନମ୍ବର ୱାର୍ଡ ଅନୁସୂଚିତ ଜାତି ପାଇଁ ସଂରକ୍ଷିତ ରଖାଯାଇଛି । ୨୨ ଓ ୨୬ ନମ୍ବର ୱାର୍ଡ ଅନୁସୂଚିତ ଜନଜାତି ମହିଳାଙ୍କ ପାଇଁ ସଂରକ୍ଷିତ ଥିବାବେଳେ ୮ ନମ୍ବର ୱାର୍ଡ ଅନୁସୂଚିତ ଜନଜାତି ପାଇଁ ସଂରକ୍ଷିତ ରହିଛି । ୨୯ ଟି ଓ୍ବାର୍ଡ ୩,୫,୯,୧୧,୧୨,୧୪,୧୫,୧୭,୧୯,୨୩,୨୮,୩୩,୩୫,୩୭,୩୮,୩୯,୪୦,୪୧,୪୬,୪୭,୪୮,୪୯,୫୩,୫୮,୬୨,୬୩,୬୪,୬୬,୬୭ ମହିଳାଙ୍କ ପାଇଁ ରହିଥିବା ବେଳେ ବାକି ସମସ୍ତ ଓ୍ବାର୍ଡ ଅଣସ°ରକ୍ଷିତ ରହିଛି।

Khansweb Solution Bhubaneswar

Leave A Reply

Your email address will not be published.