banner
Breaking

ଭୁବନେଶ୍ୱର ମେୟର ସିଟ୍ ମହିଳା, କଟକ ଅଣସ°ରକ୍ଷିତ

0

ଭୁବନେଶ୍ୱର,୧୨।୧(ବ୍ୟୁରୋ): ଭୁବନେଶ୍ୱର, କଟକ ଏବଂ ବ୍ରହ୍ମପୁର ମହାନଗର ନିଗମ ପାଇଁ ମେୟର ପଦବୀ ନିମନ୍ତେ ଚିଠା ତାଲିକା ପ୍ରକାଶ ପାଇଛି। ଭୁବନେଶ୍ୱର ମହାନଗର ମେୟର ପଦବୀ ମହିଳାଙ୍କ ପାଇଁ ସଂରକ୍ଷିତ ରହିଛି। ସେହିପରି କଟକ ଅଣସଂରକ୍ଷିତ ଥିବାବେଳେ ବ୍ରହ୍ମପୁର ମହିଳାଙ୍କ ପାଇଁ ସଂରକ୍ଷିତ ରହିଛି। କାହାର କିଛି ଆପତ୍ତି ଥିଲେ କିମ୍ବା ପରାମର୍ଶ ଥିଲେ ୧୫ ଦିନ ମଧ୍ୟରେ ଜଣାଇପାରିବେ।

Khansweb Solution Bhubaneswar

Leave A Reply

Your email address will not be published.