banner
Breaking

ବିରଞ୍ଚିଙ୍କୁ ମିଳିଲା ଜାମିନ।

0

କଟକ ,୨୧।୯: ଓଡ଼ିଶା ଷ୍ଟାଫ ସିଲେକ୍ସନ କମିଶନ ଦୁର୍ନୀତି ମାମଲାରେ ଗିରଫ ବିରଞ୍ଚି ନାରାୟଣ ସାହୁଙ୍କୁ ମଙ୍ଗଳବାର ଓଡ଼ିଶା ହାଇକୋର୍ଟ ସର୍ତ୍ତମୂଳକ ଜାମିନ ଦେଇଛନ୍ତି। ବିରଞ୍ଚି ତଦନ୍ତରେ ସମସ୍ତ ପ୍ରକାର ସହାୟତା କରିବେ ଏବଂ ତଦନ୍ତକାରୀ ଟିମ୍‌ ଯେତେବେଳେ ଚାହଁିବେ ତାଙ୍କ ନିକଟକୁ ଯାଇପାରିବେ। ଏହା ସହ ତାଙ୍କୁ କୌଣସି ପ୍ରକାର ତଥ୍ୟ ନଷ୍ଟ ନ କରିବାକୁ ମଧ୍ୟ କୁହାଯାଇଛି। ଓଏସଏସସି ସଦସ୍ୟଙ୍କ ପିଏସ ଥିବା ବିରଞ୍ଚି ଚାକିରି କରାଇଦେବା ନଁାରେ ପରୀକ୍ଷାର୍ଥୀଙ୍କ ପାଖରୁ ଟଙ୍କା ନେଉଥିବା ଅଭିଯୋଗରେ ତାଙ୍କ ଘରେ ଭିଜିଲାନ୍ସ ଚଢାଉ କରିଥିଲା। ଚଢାଉ ବେଳେ ତାଙ୍କର ୩ କୋଟି ୭୯ ଲକ୍ଷ ସମ୍ପତ୍ତି ଜବତ ହୋଇଥିଲା। ଆୟ ବର୍ହିଭୂତ ମାମଲାରେ ତାଙ୍କୁ ଜୁଲାଇ ୩୧ରେ ଗିରଫ କରାଯାଇଥିଲା

Khansweb Solution Bhubaneswar

Leave A Reply

Your email address will not be published.