banner
Breaking

ଭେଣ୍ଡି° ଜୋନରେ ଲାଗିଲା ନିଆଁ।

0

ଭୁବନେଶ୍ୱର:  ଭୁବନେଶ୍ୱରର ପୋଖରୀପୁଟ ପେଟ୍ରୋଲପମ୍ପ ନିକଟରେ ଅଗ୍ନିକାଣ୍ଡ। ପୋଖରୀପୁଟ ମଧୁସୂଦନ ପାର୍କ ପାଖରେ ଥିବା ୮ ଦୋକାନ ଏହି ନିଆଁରେ ଜଳିଯାଇଛି । ତେବେ କେଉଁ କାରଣରୁ ଏହି ଅଗ୍ନିକାଣ୍ଡ ଘଟିଛି ତାହା ଏପର୍ଯ୍ୟନ୍ତ ସ୍ପଷ୍ଟ ହୋଇନାହିଁ।

ପେଟ୍ରୋଲପମ୍ପ ନିକଟରେ ଥିବା ଭେଣ୍ଡିଙ୍ଗଜୋନ୍‌ରେ ଲାଗିଛି ଏହି ନିଆଁ।  ଫଳ ଦୋକାନ, ପନିପରିବା ଦୋକାନ ପ୍ରଭୃତିରେ ଲାଗିଛି ନିଆଁ। ପ୍ରାୟ ୧୦/୧୨  ଦୋକାନ ଥିବା ନେଇ ସୂଚନାମିଳିଛି।  ତେବେ ଏହି ଭୟାବହ ନିଆଁ ରେ ଲକ୍ଷାଧିକ ଟଙ୍କା କ୍ଷୟକ୍ଷତି ହୋଇଥିବା ଅନୁମାନ କରାଯାଉଛି।ନିଆଁ ଲିଭା କାର୍ଯ୍ୟ ଜାରି ରହିଛି।

Khansweb Solution Bhubaneswar

Leave A Reply

Your email address will not be published.