banner
Breaking

କୁହୁଡି ପାଇଁ ଓହ୍ଲାଇ ପାରିଲାନାହିଁ ବିମାନ

0

ଭୁବନେଶ୍ୱର,୨୧।୧(ବ୍ୟୁରୋ): ରାଜଧାନୀରେ ଘନ କୁହୁଡି ଯୋଗୁ ବିମାନ ସେବା ବ୍ୟାହତ ହୋଇଛି। ଫଳରେ ନୂଆଦିଲ୍ଲୀରୁ ଆସୁଥିବା ବିମାନ ଭୁବନେଶ୍ୱର ବିମାନ ବନ୍ଦରରେ ଓହ୍ଲାଇ ପାରିଲାନି । ଇଣ୍ଡିଗୋ- ୨୧୭୮ ବିମାନକୁ ରାୟପୁରକୁ କର୍ତ୍ତୃପକ୍ଷ ଡାଇଭର୍ଟ କରିଛନ୍ତି। ଭୁବନେଶରରେ ଆଜି ସକାଳୁ ଘନ କୁହୁଡି ଯୋଗୁ ବିମାନବନ୍ଦର ଅଞ୍ଚଳରେ ୯ଟା ୩୦ ସୁଦ୍ଧା ୧୫୦ ମିଟର ଭିଜିବିଲିଟି ଥିଲା।

Khansweb Solution Bhubaneswar

Leave A Reply

Your email address will not be published.