ରାଜ୍ୟ ପୁଣି ୭ ପଜିଟିଭ୍ ବାହାରିଲେ। By Odia News On Apr 28, 2020 0 Share ଭୁବନେଶ୍ୱର,୨୮/୪(ଓଡ଼ିଆ ନ୍ୟୁଜ): ରାଜ୍ୟରେ ଆଉ ୭ କରୋନା ପଜିଟିଭ୍ ଚିହ୍ନଟ ହୋଇଛନ୍ତି । ଏହି ୭ଜଣଙ୍କ ମଧ୍ୟରୁ ୪ଜଣ ସୁନ୍ଦରଗଡ଼ ଓ ୩ଜଣ ଭଦ୍ରକର ବୋଲି ଜଣାପଡିଛି । ଏହାକୁ ମିଶାଇ ରାଜ୍ୟରେ ମୋଟ ଆକ୍ରାନ୍ତଙ୍କ ସଂଖ୍ୟା୧୧୮କୁ ବୃଦ୍ଧିପାଇଛି । 0 Share FacebookTwitterGoogle+ReddItWhatsAppPinterestEmail