ଆଜି କ୍ୟାବିନେଟ ବୈଠକ।

ଭୁବନେଶ୍ୱର,୧୫ା୧୧(ଓଡ଼ିଆ ନ୍ୟୁଜ) : ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକଙ୍କ ଅଧ୍ୟକ୍ଷତାରେ ଶୁକ୍ରବାର କ୍ୟାବିନେଟ୍‌ ବୈଠକ ଅନୁଷ୍ଠିତ ହେବ। ଦିନ ୧୨ଟା ୧୫ ମିନିଟ୍‌ରେ ଲୋକସେବା ଭବନରେ ଏହା ଅନୁଷ୍ଠିତ ହେବ। ବିଧାନସଭା ଶୀତ ଅଧିବେଶନ ଜାରି ରହିଛି। ଏହି ବୈଠକରେ ବହୁ ବିଲ ପାସ ହେବାର ସମ୍ଭାବନା ଅଛି।