banner
Breaking

ଆଜି ଖୋଲିବ ବିଡିଏ ନିକୋପାର୍କ।

0

ଭୁବନେଶ୍ବର,୧୪/୧୧:ସାମୁଦ୍ରିକ ଝଡ଼ ଫଣି ପ୍ରଭାବରେ ବିଡିଏ ନିକୋପାର୍କ ଛାରଖାର ହୋଇଯାଇଥିଲା। ରାଜ୍ୟ ସରକାରଙ୍କ ନିଷ୍ପତ୍ତି କ୍ରମେ ପାର୍କକୁ ହାତକୁ ନେଇ ସଜାଡ଼ିଛି ବିଡିଏ। କାମ ସରିଥିବାରୁ ଗୁରୁବାର ଅପରାହ୍ଣ ସାଢ଼େ ୩ଟାରେ ପାର୍କ ସର୍ବସାଧାରଣଙ୍କ ପାଇଁ ଖୋଲିବ ବୋଲି ବିଡିଏ ପକ୍ଷରୁ ସୂଚନା ମିଳିଛି। ପ୍ରଥମ ଦିନ ବିନା ଦେୟରେ ଜନସାଧାରଣ ପାର୍କ ଭିତରକୁ ଯାଇ ପାରିବେ। ପିଲାଙ୍କ ନିମନ୍ତେ ୩ଟି ରାଇଟ୍‌ସ ଚଲାଯିବ। ଅବଶିଷ୍ଟ ରାଇଟ୍‌ସକୁ ନିରାପତ୍ତା ଦୃଷ୍ଟିରୁ ଚଲାଯିବ ନାହିଁ ବୋଲି ବିଡିଏ ସଚିବ କହିଛନ୍ତି।

Khansweb Solution Bhubaneswar

Leave A Reply

Your email address will not be published.