ରାଜ୍ୟ ଲୋକସେବା ଭବନରେ ଅଗ୍ନିକାଣ୍ଡ। By Odia News On Oct 12, 2019 0 Share ଭୁବନେଶ୍ବର,୧୨/୧୦(ବ୍ୟୁରୋ): ଭୁବନେଶ୍ବର ସ୍ଥିତ ପୁରୁଣା ସଚିବାଳୟ ତଥା ବର୍ତ୍ତମାନର ଲୋକସେବା ଭବନରେ ଶନିବାର ସକାଳ ୯ଟା ସମୟରେ ଅଗ୍ନିକାଣ୍ଡ ଘଟିଛି। ଦମକଳ ବାହିନୀ ପହଞ୍ଚି ନିଆ ଲିଭାଇଛନ୍ତି। କେୟାରଟେକର ରୁମରୁ ସର୍ଟସର୍କ୍ଟିଟ ହୋଇ ନିଆ ଲାଗିଥିବାର ଅନୁମାନ କରାଯାଉଛି। 0 Share FacebookTwitterGoogle+ReddItWhatsAppPinterestEmail