ଆକ୍ସନ ମୁଡରେ କମିଶନର।ଭୂଲ କଲେ କ୍ଷମା ନାହିଁ

ଭୁବନେଶ୍ବର ,(ବ୍ୟୁରୋ) କମିଶନର ସୁଧାଂଶୁ  ସଡ଼ଙ୍ଗୀ  ଲାଞ୍ଚ ନେବା  ଅଭିଯୋଗରେ ନୟାପଲ୍ଲୀ ଥନାର ଜଣେ ଏସ, ଆଇଙ୍କୁ ନିଲମ୍ବନ କରିଛନ୍ତି।  ସୂଚନା ମୁତାବକ ଏସ.ଆଇ ସୁଧାଂଶୁ  ଶେଖର  ପରିଡା ଏକ  ଜବତ ବାଇକ ଖଲାସ କରିବା  ପାଇଁ ବାଇକ ମାଲିକଙ୍କଠାରୁ ୮୦୦୦ଟଙ୍କା  ଲାଞ୍ଚ ମାଗିଥିଲେ।