banner
Breaking

ରକ୍ଷକ ସାଜିଲା ଭକ୍ଷକ

0

କଟକ,(ବ୍ୟୁରୋ) ନିଜ ଥାନାରେ ବନ୍ଧା ହେଲେ ପୋଲିସ କର୍ମଚାରୀ
ପୋଲିସ କର୍ମଚାରୀ ସାଜିଲେ ଲୁଟେରା। କଟକ ଜିଲ୍ଲା ଟାଙ୍ଗି ଥାନାର ତିନି ପୋଲିସ କର୍ମଚାରୀ ଟାଙ୍ଗି ଅଞ୍ଚଳରୁ ଜଣେ ବ୍ଯବସାୟୀଙ୍କ ଠାରୁ ଦେଢ ଲକ୍ଷ ଟଙ୍କା ଲୁଟ ଘଟଣାର ପର୍ଦାଫାସ କଲା ପୋଲିସ। ଏହି ଘଟଣାରେ ଦୁଇ ହୋମଗାର୍ଡ ବ୍ରଜ କିଶୋର ପଣ୍ଡା ,ସନ୍ତୋଷ ମଲ୍ଲିକ ଓ କନଷ୍ଟେବଳ ଯୋଗେନ୍ଦ୍ର ପାଣି ଙ୍କୁ ଗିରଫ କରି କୋର୍ଟ ଚାଲାଣ କରାଯାଇଛି।
କଟକ ଗ୍ରାମାଞ୍ଚଳ ଏସ ପି ରାଧା ବିନୋନ୍ଦ ପାଣିଗ୍ରାହୀ ଟାଙ୍ଗି ଥାନାରେ ଆୟୋଜିତ ସାମ୍ବାଦିକ ସମ୍ବିଳନୀରେ ଜଣାଇଛନ୍ତି ।

Khansweb Solution Bhubaneswar

Leave A Reply

Your email address will not be published.