banner
Breaking

କମିଶନରେଟ ପୋଲିସକୁ ବଡ ସଫଳତା

0

ଭୁବନେଶ୍ବର,୮/୮(ବ୍ୟୁରୋ)କମିଶନରେଟ ପୋଲିସକି ମିଳିଛି ବଡ ସଫଳତା। ରାଜଧାନୀ ଭୁବନେଶ୍ୱରେ ସମେତ ବିଭିନ୍ନ ସ୍ଥାନରେ ଆତଙ୍କ ଖେଳାଇ ଲୁଟ୍‌ପାତ୍ କରୁଥିବା କୁଖ୍ୟାତ ଅପରାଧୀ ରବି ରାଓ ସମେତ ୮ ଜଣ ଅଭିଯୁକ୍ତଙ୍କୁ ପୁଲିସ ଗିରଫ କରିଛି।
ଏମାନଙ୍କ ମଧ୍ୟରୁ ୫ ଜଣଙ୍କୁ ପୁଲିସ ଏନକାଉଣ୍ଟର କରିଛି।
ଡକାୟତମାନଙ୍କ ଠାରୁ କମିସନରେଟ୍‌ ପୁଲିସ ୯ଟି କାର୍‌, ୬ଟି ବାଇକ୍‌, ୨୨୪ ଗ୍ରାମ ସୁନା, ୫୦ ହଜାର ଟଙ୍କା ଓ ୫ଟି ଦେଶୀ ବନ୍ଧୁକ ଜବତ କରିଛି।
ସମସ୍ତ ଅପରାଧୀଙ୍କ ନାଁରେ ପାଖାପାଖି ୩୦ଟି ମାମଲା ରହିଥିବା ପୁଲିସ କମିସନର ସତ୍ୟଜିତ ମହାନ୍ତି ଗୁରୁବାର ସାମ୍ବାଦିକ ସମ୍ମିଳନୀରେ ସୂଚନା ଦେଇଛନ୍ତି।

Khansweb Solution Bhubaneswar

Leave A Reply

Your email address will not be published.