banner
Breaking

୭୩ ତମ ସ୍ବାଧୀନତା ଦିବସ ପ୍ୟାରେଡ ସ୍ଥାନ ବଦଳିବ

0

ଭୁବନେଶ୍ୱର,୩ /୮(ଓଡ଼ିଆ ନ୍ୟୁଜ): ଆଉ କେତେଟା ଦିନପରେ ପାଳିତ ହେବ ୭୩ ତମ ସ୍ବାଧୀନତା ଦିବସ । ଚଳିତ ବର୍ଷ ମହାତ୍ମାଗାନ୍ଧୀ ମାର୍ଗ ବଦଳରେ ଅନ୍ୟ ସ୍ଥାନରେ ପରେଡ ହୋଇପାରେ ବୋଲି ସୂଚନା ମିଳିଛି । ଏନେଇ ଡିଜିପି ପଦର୍ଶନୀ ପଡିଆ, ଜନତା ମଇଦାନ ଓ କଳିଙ୍ଗ ଷ୍ଟାଡିଅମ ପରିଦର୍ଶନ କରିଛନ୍ତି। ସୋମବାର ଦିନ ଗୃହ ବିଭାଗ ବୈଠକରେ ନିଷ୍ପତ୍ତି ଅନୁସାରେ ପ୍ୟାରେଡ ସ୍ଥାନ ନିରୁପଣ କରାଯିବ।

Khansweb Solution Bhubaneswar

Leave A Reply

Your email address will not be published.