banner
Breaking

ଭୁବନେଶ୍ୱରରେ ହେବ ବଡ଼ ଡାଣ୍ଡିଆ ଉତ୍ସବ — ଜଶ୍ନେ ଡାଣ୍ଡିଆ

11

ଭୁବନେଶ୍ୱର,- ଭୁବନେଶ୍ୱରରେ ଆୟୋଜିତ ହେବ ଓଡ଼ିଶାର ସବୁଠାରୁ ବଡ଼ ଓ ଭବ୍ୟ ଡାଣ୍ଡିଆ ଉତ୍ସବ “ଜଶ୍ନେ ଡାଣ୍ଡିଆ”। ତିନିଦିନିଆ ଏହି ମହୋତ୍ସବ ସେପ୍ଟେମ୍ବର ୨୯ରୁ ଅକ୍ଟୋବର ୧ ପର୍ଯ୍ୟନ୍ତ ସନ୍ଧ୍ୟା ୭ଟାରୁ ରାତି ୧୦ଟା ପର୍ଯ୍ୟନ୍ତ ଭୁବନେଶ୍ୱରର ଜନତା ମାଇଦାନରେ ଚାଲିବ। ନୂଆ ଗାଁ ଗ୍ରାମୀଣ ବିକାଶ ମଞ୍ଚ ସହଯୋଗରେ ଫାଲ୍କନ୍ ଆଇ ଏଣ୍ଟରଟେନମେଣ୍ଟ ଦ୍ୱାରା ଆୟାଜନ କରାଯାଉଛି ବୋଲି ଏନେଇ ଆୟୋଜିତ ସାମ୍ବାଦିକ ସମ୍ମିଳନୀରେ କୁହାଯାଇଛି। ସ୍ପେଶାଲ୍ ଆର୍ଟିଷ୍ଟ ଭାବେ ମଞ୍ଚରେ ଉପସ୍ଥିତ ହେବେ ଓଲିଉଡ୍ ସୁପରଷ୍ଟାର୍ ଅନୁଭବ ମହାନ୍ତି, ଗୁଲୁଆ ସହିତ ମୁଭି “ଚାର୍ଧାମ୍” ଟିମ୍, ଅର୍ଧେନ୍ଦୁ ଓ ଏଲିନା ସହିତ ମୁଭି “ଚ୍ୟାଲେଞ୍ଜ୍” ଟିମ୍। ଓଲିଉଡର ଟ୍ରେଣ୍ଡିଂ ସିଙ୍ଗର ଓ ମ୍ୟୁଜିକ୍ ଡିରେକ୍ଟର ଅର୍ଜୁନ୍ ଅନୁପ୍ ମଧ୍ୟ ଅଂଶଗ୍ରହଣ କରିବେ। ଏହା ସହିତ ଆହୁରି ଅନେକ ସ୍ପେଶାଲ୍ ସର୍ପ୍ରାଇଜ୍ ଗୁଡିକ ଶିଘ୍ର ଆମର ଆଧିକାରିକ ସୋସିଆଲ୍ ମିଡିଆ ପେଜ୍ “ଜଶ୍ନେ ଡାଣ୍ଡିଆ” ରେ ଘୋଷଣା କରାଯିବ। ଏହି ଦାଣ୍ଡିଆ ସମ୍ପୂର୍ଣ୍ଣ ପରିବାର ସହିତ ଉପଭୋଗ କରି ପାରିବେ। ଭବ୍ୟ ଗ୍ରାଣ୍ଡ ଆରତି ଓ ଧୋଲ, ଚମକଭରା ଏସ୍‌ଇଏକ୍ସ ସହିତ ସ୍ୱାଦିଷ୍ଟ ଫୁଡ୍ ସ୍ଟଲ୍ ଅଧିକ ସାହାୟକ କରିବ। ଏହି ଉତ୍ସବରେ ଉତ୍ସାହଦାୟୀ ଡିଜେ ପରିବେଷଣ କରିବେ ଶୋର୍ ବ୍ୟାଣ୍ଡ, ଡିଜେ ପାର୍ଥୋ, ଡିଜେ ରିଶି, ଡିଜେ ସ୍ଟ୍ରିଙ୍ଗ୍, ଡେସି ସ୍କୁଆଡ୍। ହୋଷ୍ଟିଂ କରିବେ ଆଙ୍କର ତନ୍ଭି ଓ ଆଙ୍କର ସାର୍ଥକ। ଜଶ୍ନେ ଡାଣ୍ଡିଆ ଭୁବନେଶ୍ୱରରେ ସଂସ୍କୃତି, ସଙ୍ଗୀତ ଓ ଉତ୍ସବର ସବୁଠାରୁ ଧମାଲ କରିବ ଏହି ଦାଣ୍ଡିଆ ମହୋତ୍ସବ। ଏହି ସାମ୍ବାଦିକ ସମ୍ମିଳନରେ ଡ଼ ଚିନ୍ମୟ ନନ୍ଦ ବଡ଼ଜେନା, ହିମାଂଶୁ ରଞ୍ଜନ ସମେତ ବହୁ ନୂତନ କଳାକର ଓ ସଭ୍ୟମାନେ ଉପସ୍ଥିତ ଥିଲେ ।

Khansweb Solution Bhubaneswar
11 Comments
  1. sprunkig says

    Sprunki Game takes music creation to the next level with its fresh beats and intuitive design. It’s a must-try for anyone who loves blending creativity with sound. Check it out at Sprunki Game.

  2. xoplay says

    Interesting read! Seeing platforms like XoPlay gain traction in Southeast Asia highlights both opportunity & the need for careful vetting. Always check legitimacy before depositing – a secure experience is key! Learn more about xoplay apk and stay safe out there.

  3. 987ph says

    Reading about bankroll management really hit home – so crucial in tournaments! Seeing platforms like 987ph vip embrace local payment options (GCash, PayMaya) makes access so much easier for Filipino players – a smart move! It’s all about minimizing friction & maximizing playtime, right? 🤔

  4. jljlphlogin says

    Blackjack strategy can feel overwhelming at first, but breaking down the fundamentals is key! Seeing resources like jljl7 login that focus on foundational knowledge – even account setup & security – is a smart approach to gaming literacy. It’s all connected!

  5. marlboroph says

    That’s a great point about balancing risk & reward – it really resonates with platforms like marlboro ph login, where strategy is key. Understanding the odds is crucial for any serious player! Good insights here.

  6. 89fgame says

    89fgame? Just jumped in. The interface is easy to navigate, which is a huge plus. The gameplay is alright too. Check it out through this link : 89fgame

  7. e88apk says

    Downloaded the e88apk, and it’s alright. Games run fine, and the app is super convenient, easy access to gamble on the go. Give the app a try if you are looking to play on your mobile! Check it out: e88apk

  8. jl33 says

    Really insightful article! The ease of access with platforms like JL33, offering options like GCash deposits, is a game-changer for Filipino players. Exploring jl33 games seems straightforward – instant processing is key! Definitely makes mobile gambling more appealing.

Leave A Reply

Your email address will not be published.