banner
Breaking

ନୀଳାଦ୍ରି ବିହାର ବରିଷ୍ଠ ନାଗରିକ ଟ୍ରଷ୍ଟ ପକ୍ଷରୁ ୭୯ତମ ସ୍ୱାଧୀନତା ଦିବସ ପାଳିତ

3

ଭୁବନେଶ୍ୱର,୧୫।୮ ନୀଳାଦ୍ରିବିହାର ବରିଷ୍ଠ ନାଗରିକ ଟ୍ରଷ୍ଟ ପକ୍ଷରୁ ୭୯ତମ ସ୍ୱାଧୀନତା ଦିବସ ପାଳିତ ହୋଇଯାଇଛି । ମୁଖ୍ୟ ଅତିଥି ଭାବେ ଯୁବନେତା ମନୋଜ କୁମାର ସାହୁ ଯୋଗଦେଇ ପତାକା ଉତ୍ତୋଳନ କରିଥିଲେ । ଟ୍ରଷ୍ଟର ସଭାପତି ତଥା ପୂର୍ବତନ ସେନା ଅଧିକାରୀ ସାଧୁ ଚରଣ ସାମନ୍ତରାୟଙ୍କ ସଭାପତିତ୍ୱରେ ଅନୁଷ୍ଠିତ ଏହି ଉତ୍ସବରେ ସମ୍ମାନୀତ ଅତିଥି ଭାବେ ଲେଡିଜ୍ କ୍ଲବ୍‌ର ସଭାପତି ଉଷାରାଣୀ ସେଠୀ ଯୋଗଦେଇ ସ୍ୱାଧୀନତା ସଂଗ୍ରାମରେ ମହିଳା ମାନଙ୍କ ଭୂମିକା ଉପରେ ଆଲୋକପାତ କରିଥିଲେ । ସାଧାରଣ ସମ୍ପାଦକ ବଂଶୀଧର ସେଠୀ ସମସ୍ତ କାର୍ଯ୍ୟକ୍ରମକୁ ପରିଚାଳନା କରିଥିଲାବେଳେ ଅର୍ଥନୈତିକ ସମ୍ପାଦକ ମାନଗୋବିନ୍ଦ ସେଠୀ ଧନ୍ୟବାଦ ଅର୍ପଣ କରିଥିଲେ । ଏଥିରେ ସ୍ଥାନୀୟ ଅଂଚଳର ବହୁ ବରିଷ୍ଠ ନାଗରିକ ଉପସ୍ଥିତ ଥିଲେ ।

Khansweb Solution Bhubaneswar
3 Comments
  1. esprunki says

    That’s a fascinating take on music creation – really democratizing the process! I’ve been tinkering with Incredibox Sprunki and it’s surprisingly addictive. The visual feedback is a great touch, making it super engaging!

  2. playkaro365 says

    Yo, heard about PlayKaro365 from a buddy. Checked it out – pretty decent! Simple interface, easy to navigate. Could use a few more game options IMO, but overall solid. Check it out: playkaro365

  3. 55bmwvip says

    Interesting points about maximizing returns – it’s all about informed play! Seeing platforms like 55bmw vip casino focus on VIP rewards & quick verification (under 4 hrs!) is a smart move for serious players. Definitely a key consideration.

Leave A Reply

Your email address will not be published.