ହାତୀ ବେଶରେ ଦର୍ଶନ ଦେଲେ ମହାପ୍ରଭୁ
ପୁରୀ : ଶାନ୍ତିଶୃଙ୍ଖଳାର ସହ ଶେଷ ହୋଇଛି ମହାପ୍ରଭୁଙ୍କ ପବିତ୍ର ଦେବସ୍ନାନ ପୂର୍ଣ୍ଣିମା । ଦୁର୍ଲଭ ହାତୀ ବେଶରେ ସଜ୍ଜିତ ହୋଇ ଦର୍ଶନ ଦେଲେ ଚତୁର୍ଦ୍ଧା ମୂରତି । ଏହି ସମୟରେ ଆବେଗ ମୟ ଜନ ସମୁଦ୍ର ପାଲଟିଥିଲା ବଡ଼ଦାଣ୍ଡ । ସମସ୍ତଙ୍କ ମୁହଁରୁ ଭାସି ଆସୁଥିଲା ଜୟ ଶ୍ରୀଜଗନ୍ନାଥ ଡାକ । ଘଣ୍ଟ ଘଣ୍ଟା, ହୁଳହୁଳି ଶବ୍ଦରେ ପ୍ରକମ୍ପିତ ହେଉଥିଲା ସମଗ୍ର ଶ୍ରୀକ୍ଷେତ୍ର । ତେବେ ଚଳିତ ବର୍ଷ ଶୃଙ୍ଖଳିତ ଭାବେ ଶେଷ ହୋଇଛି ମହାପ୍ରଭୁଙ୍କ ସ୍ନାନ ନୀତି । ନିର୍ଦ୍ଧାରିତ ନୀତି ନିର୍ଘଣ୍ଟ ଅନୁଯାୟୀ ଭୋର ୫ଟା ୩୦ରେ ମଙ୍ଗଳାର୍ପଣ ସରିଥିବା ବେଳେ ପୁଷ୍ପାଞ୍ଜଳି ଓ ଡୋର ଲାଗି ହୋଇ ଧାଡି ପହଣ୍ଡିରେ ସ୍ନାନମଣ୍ଡପରେ ବିରାଜିତ ହୋଇଥିଲେ ଚତୁର୍ଦ୍ଧା ବିଗ୍ରହ ।
ପରେ ମଦନମୋହନ ବିଜେ ହୋଇ ମଙ୍ଗଳଆଳତି, ମଇଲମ, ତଡପଲାଗି ନୀତି ସରିବା ପରେ ଅଧର ପୋଛା ନୀତି ସମ୍ପନ୍ନ ହୋଇଥିଲା । ସୂର୍ଯ୍ୟପୂଜା ,ଦ୍ୱାରପାଳ ପୂଜା ପରେ ପୂର୍ବରୁ ଅଧିବାସ ଗୃହରେ ଅଧିବାସ ହୋଇ ରହିଥିବା ୧୦୮ ଗଡୁ ସୁବାସିତ ଜଳକୁ ଗରାବଡୁ ସେବକ ମାନେ ସ୍ନାନମଣ୍ଡପକୁ ବିଜେ କରାଇଥିଲେ । ପରେ ଜଳପୂଜା, ସ୍ନାନ, ମଇଲମ, ମେକାପ ସର୍ବାଙ୍ଗ, ନୂଆ ଲୁଗା ଲାଗି ଶେଷ ହୋଇ ଛେରାପହଁରା କରିସାରିବା ପରେ ମହାପ୍ରଭୁଙ୍କ ଦୁର୍ଲ୍ଲଭ ହାତୀବେଶ ସମ୍ପର୍ନ ହୋଇଥିଲା । ତେବେ ଦ୍ୱାଦ୍ଦଶ ଯାତ୍ରା ମଧ୍ୟରୁ ଅନ୍ୟତମ ଏହି ଯାତ୍ରାର ସମସ୍ଥ ନୀତି କାନ୍ତି ଶୃଙ୍ଖଳିତ ଓ ସୁରୁଖୁରୁରେ ସମ୍ପନ୍ନ ହୋଇଥିବା ସେବାୟତ କହିଛନ୍ତି।

3kntej
Howdy partners! Been testing playingbetbr, and not going to lie, I’m enjoying it. It is easy to get around and got some cool offers I can dig. I think I will be seeing myself more around here. playingbetbr
ttv48y
Okay, so I’m trying to get into Fogo777, and having some login issues. Is anyone else having trouble with fogo777login? Help a brother out! Get logged in here: fogo777login
Yo, daulat7game is pretty sick! I’ve been playing for a while and it’s always a good time. Definitely worth checking out. daulat7game
Fun88tntf, i heard that there is a nice signup bonus. Gonna give it a try. Check it out yourself: fun88tntf
Alright, gotta say the nohu90app is surprisingly addictive. Downloaded it last week and already logged a few hours. Graphics are decent and payouts seem fair. Give it a shot if you’re bored! nohu90app
Alright, alright, alright! Found phlaro11 and giving it a whirl. Seems legit so far. Maybe I’ll hit the jackpot. Fingers crossed phlaro11!
Looking for some action and decided to try phslots. Gotta say, the selection is pretty solid. Hoping to score some big wins. Anyone else playing here? phslots for the win!
Yo, anyone ever heard of wim44? Just giving it a go. Interface is clean and easy to navigate. Hoping for some decent payouts. Will update if I hit anything big wim44.
lmyzxn