banner
Breaking

ପାକିସ୍ଥାନକୁ ହରାଇଲା ଭାରତ

8

ଦୁବାଇ: ଦୁବାଇ ଠାରେ ଅନୁଷ୍ଠିତ ଚାମ୍ପିୟନ୍ସ ଟ୍ରଫି କ୍ରିକେଟର ହାଇ ଭୋଲଟେଜ ମୁକାବିଲାରେ ବିରାଟ କୋହଲିଙ୍କ ଚମତ୍କାର ଶତକ ବଳରେ ଭାରତ ୬ ୱିକେଟରେ ପାକିସ୍ତାନକୁ ପରାସ୍ତ କରିଛି । କୋହଲି ଦିନିକିଆ କ୍ରିକେଟରେ ୫୧ତମ ଶତକ ହାସଲ କରି ଭାରତ ସେମିଫାଇନାଲ ପ୍ରବେଶ ନିଶ୍ଚିତ କରିଛନ୍ତି । ପାକିସ୍ତାନ ପ୍ରାୟତଃ ଚାମ୍ପିୟନ୍ସ ଟ୍ରଫିରୁ ବାଦ ପଡିଛି । ଶତକ ସହ କୋହଲି ଦ୍ରୁତ ୧୪୦୦୦ ରନ କରିବାରେ ମାଷ୍ଟର ବ୍ଲାଷ୍ଟର ସଚିନ ତେନ୍ଦୁଲକରଙ୍କ ରେକର୍ଡ ମଧ୍ୟ ଭଙ୍ଗ କରିଛନ୍ତି । ପ୍ରଥମେ ବ୍ୟାଟିଂ କରି ପାକିସ୍ତାନ ୪୯.୪ ଓଭରରେ ୨୪୧ ରନ କରି ଅଲଆଉଟ ହୋଇ ଯାଇଥିଲା । ସୌଦ ସକୀଲ ୬୨ ଓ ମହମ୍ମଦ ରିଜୱାନ ୪୬ ରନ କରିଥିଲେ । ଭାରତ ପକ୍ଷରୁ କୂଲଦୀପ ଯାଦବ ୩ଟି, ହାର୍ଦ୍ଦିକ ପାଣ୍ଡ୍ୟା ୨ଟି ଏବଂ ହର୍ଷିତ ରାଣା, ଅକ୍ଷର ପଟେଲ ଓ ରବୀନ୍ଦ୍ର ଜାଡେଜା ଗୋଟିଏ ଲେଖାଏଁ ୱିକେଟ ନେଇଥିଲେ । ୨୪୨ ରନର ବିଜୟ ଲକ୍ଷ୍ୟକୁ ଭାରତ ୪୨.୩ ଓଭରରେ ୪ ୱିକେଟ ହରାଇ ହାସଲ କରି ନେଇଥିଲା । କୋହଲି ୧୧୧ ବଲରେ ୭ ଚୌକା ସହାୟତାରେ ୧୦୦ ରନ କରି ଅପରାଜିତ ରହିଥିଲେ । ଅନ୍ୟମାନଙ୍କ ମଧ୍ୟରେ ରୋହିତ ଶର୍ମା ୨୦, ଶୁଭମନ ଗିଲ ୪୬, ଶ୍ରେୟାଶ ଆୟାର ୫୬ , ହାର୍ଦ୍ଦିକ ୮ ରନ କରିଥିଲେ । ଅକ୍ଷର ୩ ରନ କରି ଅପରାଜିତ ରହିଥିଲେ । ପାକିସ୍ତାନ ପକ୍ଷରୁ ଶାହୀନ ଶାହ ଆଫ୍ରିଦୀ ୨ଟି ଏବଂ ଆବରାର ଅହମ୍ମଦ ଓ ଖୁସଦୀଲ ଶାହ ଗୋଟିଏ ଲେଖାଏଁ ୱିକେଟ ନେଇଥିଲେ ।

Khansweb Solution Bhubaneswar
8 Comments
  1. ketqua04 says

    Anyone using ketqua04 for their results? I’m curious if it’s accurate compared to others. Let me know what you think! Here’s the link: ketqua04

  2. vip345apk says

    VIP345APK… Sounds like an app download. Anyone know if it’s safe and legit? What are the perks of vip345apk?

  3. winwincasino777 says

    WinWinCasino777, eh? Sounds promising! Always looking for a new place to test my skills. Hope they’ve got some good slots. I found it nice! Give it a try here: winwincasino777

  4. donaldbetapp says

    Fala, apostadores! Tô buscando um app novo pra dar uns palpites e me indicaram o DonaldBetApp. Alguém usa? Acha que vale a pena baixar? Me contem! Se quiserem saber mais: donaldbetapp

  5. vera bet br says

    Oi, pessoal! Alguém mais tá curtindo a Vera Bet BR? Tô achando as odds boas e a plataforma fácil de usar. Bora testar e ver se a sorte tá do nosso lado! Confere aqui: vera bet br

  6. cashtornadoapp says

    Cashtornadoapp: My honest opinion? Not bad! Interface is pretty sweet. Check it out for yourself: cashtornadoapp

  7. gembetapp says

    Gembetapp, interesting. An app, alright! I hope it’s easy to use and got some good offers. I like to bet on the go! Check it out further at : gembetapp

  8. me88app says

    Me88app! I use their app sometimes. Quite convenient lah when I’m on the go. Can check out me88app if you prefer mobile.

Leave A Reply

Your email address will not be published.