banner
Breaking

ରେଭେନ୍ସାରେ ରୁଦ୍ର-୯୧ର ଦ୍ୱିତୀୟ ବନ୍ଧୁମିଳନ ଉତ୍ସବ

8

କଟକ : ରେଭେନ୍ସା ବିଶ୍ୱବିଦ୍ୟାଳୟ ୧୯୯୧ ବ୍ୟାଚ୍ ଛାତ୍ରଛାତ୍ରୀ ସଂଘ ରୁଦ୍ର-୯୧ ଆନୁକୂଲ୍ୟରେ ଦ୍ୱିତୀୟ ବନ୍ଧୁମିଳନ ଉତ୍ସବ ବିଶ୍ୱବିଦ୍ୟାଳୟର ଅର୍ଥନୀତି ବିଭାଗ କକ୍ଷରେ ଅନୁଷ୍ଠିତ ହୋଇଯାଇଛି । ଏଥିରେ ୧୯୯୧ ବ୍ୟାଚ୍ ସ୍ନାତକୋତ୍ତର ସମସ୍ତ ବିଭାଗର ଛାତ୍ରଛାତ୍ରୀମାନେ ଏକତ୍ରୀତ ହୋଇ ଅତ୍ୟନ୍ତ ଆନନ୍ଦ ଉଲ୍ଲାସର ସହିତ ଦିବସଟିକୁ ପାଳନ କରିଥିଲେ । ପ୍ରତ୍ୟେକ ଛାତ୍ରଛାତ୍ରୀ ପୁରଣା ଦିନର ସ୍ମୃତିକୁ ସ୍ମରଣ କରି ବଖାଣି ଥିଲେ । ଯାହା ସମସ୍ତଙ୍କ ମନରେ ହାସ୍ୟରୋଳ ସୃଷ୍ଟି କରିଥିଲା । ଆଗାମୀ ଦିନରେ ରୁଦ୍ର-୯୧ର ସଦସ୍ୟମାନେ ରେଭେନ୍ସା ବିଶ୍ୱବିଦ୍ୟାଳୟରେ ଉନ୍ନତି ମୂଳକ କାର୍ଯ୍ୟ କରିବା ସହ ମେଧାବୀ ଛାତ୍ରଛାତ୍ରୀଙ୍କୁ ସହାୟତା କରିବାକୁ ସଂକଳ୍ପ ନେଇଥିଲେ । ଏହି ଅବସରରେ ବିଶ୍ୱବିଦ୍ୟାଳୟ ପରିସରରେ ବୃକ୍ଷ ରୋପଣ କରିବା ସହିତ ପ୍ରଧ୍ୟାପକ ଧର୍ମପଦ ମହାପାତ୍ରଙ୍କୁ ସମ୍ମାନିତ କରିଥିଲେ । ରୁଦ୍ର-୯୧ ପକ୍ଷରୁ ଉଠା ଫଳ ଓ ରାଗଚଣା ଦୋକାନୀ ମାନଙ୍କୁ ଛତା ବଣ୍ଟନ କରାଯାଇଥିଲା । ଡ. ଦୁଖିଶ୍ୟାମ ମିଶ୍ର, ଅମୀୟବାଳା ପରିଡା, ଜ୍ୟୋତିରଞ୍ଜନ ରାୟ, ସୁଦୀପ ରାଉତ, ମନୋରଞ୍ଜନ ମହାନ୍ତି, ବିନୋଦିନୀ ଓ ଚକ୍ରଧର ରାଜଙ୍କ ନେତୃତ୍ୱରେ ସମସ୍ତ ସଦସ୍ୟଙ୍କ ସହଯୋଗରେ କାର୍ଯ୍ୟକ୍ରମଟି ହୋଇଥିଲା ।

Khansweb Solution Bhubaneswar
8 Comments
  1. win777download says

    Downloading the Win777 app made it much easier to play on the go. The download process was straightforward, and the app runs smoothly. Convenient if you like playing on your phone. Download here: win777download

  2. whinph7 says

    Just got on whinph7 and it’s got an interesting concept. I like the overall design!

  3. superphvip says

    Dreaming of becoming a superphvip someday! What perks do they even get? Probably just more opportunities to spend money… but hey, a guy can dream, right?

  4. vn123 phiên bản mới says

    Checked out the new version of vn123! Looks great and runs even smoother. Go and have fun: vn123 phiên bản mới

  5. jili golden empire says

    Yo, jili golden empire is next level stuff. Playing it all the time! Fun and addicting! See for yourself: jili golden empire

  6. xoilac365 says

    Xoilac365 is my go to place for live football. Easy to find what I’m looking for and no crazy ads. xoilac365

  7. bóng đá info says

    Need a reliable source for all things ‘bóng đá info’. Anyone have experience with this site? Share your thoughts on everything you’ve done on bóng đá info.

  8. karar çarkı çevir says

    Hey guys, trying to make a decision can be tough! I’ve been using this online “decision wheel” tool from Selcuksportshd to help me out with random choices. It’s surprisingly helpful and kinda fun!. Check it out here: karar çarkı çevir

Leave A Reply

Your email address will not be published.