ନୀଳାଦ୍ରିବିହାର ସରସ୍ୱତୀ ଶିଶୁ ବିଦ୍ୟାମନ୍ଦିରରେ ଜ୍ଞାନ ବିଜ୍ଞାନ ମେଳା
ଭୁବନେଶ୍ୱର,: ନୀଳାଦ୍ରି ବିହାର ସ୍ଥିତ ସରସ୍ୱତୀ ଶିଶୁ ବିଦ୍ୟା ମନ୍ଦିରରରେ ଜ୍ଞାନ ବିଜ୍ଞାନ ମେଳା ଅନୁଷ୍ଠିତ ହୋଇଯାଇଛି । ବିଦ୍ୟାଳୟ ପରିଚାଳନା ସମିତିର ଉପସଭାପତି ପଙ୍କଜ କୁମାର କରଙ୍କ ସଭାପତିତ୍ୱରେ ଅନୁଷ୍ଠିତ ଉଦ୍ଘାଟନୀ ଉତ୍ସବରେ ମୁଖ୍ୟ ଅତିଥି ଭାବେ ବେଗୁନିଆ କଲେଜର ପୂର୍ବତନ ଅଧ୍ୟକ୍ଷ ପ୍ରଫେସର ଡକ୍ଟର ଦିଲ୍ଲିପ କୁମାର ମିଶ୍ର ଯୋଗଦେଇ ବିଜ୍ଞାନ ମେଳାକୁ ଉଦ୍ଘାଟନ କରିଥିଲେ । ସେ କହିଥିଲେ ବିଜ୍ଞାନ ଆମକୁ ଆଗକୁ ଆଗକୁ ନେଇ ଚାଲିଛି । ସାରା ବିଶ୍ୱରେ ଭାରତ ଆଜି ବିଜ୍ଞାନ କ୍ଷେତ୍ରରେ ନିଜର ସ୍ୱତନ୍ତ୍ର ପରିଚୟ ସୃଷ୍ଟି କରିଛି । ଏହା କେବଳ ଆମ ବୈଜ୍ଞାନିକ ମାନଙ୍କର ଉନ୍ନତ ଜ୍ଞାନ କୌଶଳ ପାଇଁ ସମ୍ଭବ ହୋଇପାରିଛି । ଭବିଷ୍ୟତରେ ଜଣେ ଜଣେ ସଫଳ ବୈଜ୍ଞାନିକ ହୋଇ ଦେଶାମାତୃକାର ଉନ୍ନତି କଳ୍ପେ ତାହାକୁ ବିନିଯୋଗ କରିବାକୁ ସମସ୍ତ ଶିଶୁ ବୈଜ୍ଞାନିକ ମାନଙ୍କୁ ପରାମର୍ଶ ଦେଇଥିଲେ । ଏହି ଜ୍ଞାନ ବିଜ୍ଞାନ ମେଳାରେ ପ୍ରାୟ ୩୮୫ଜଣ ଶିଶୁ ବୈଜ୍ଞାନିକ ଅଂଶ ଗ୍ରହଣ କରି ନିଜ ନିଜର ପ୍ରକଳ୍ପ ଗୁଡିକ ପ୍ରଦର୍ଶନ କରିଥିଲେ । ବିଜ୍ଞାନ ପ୍ରକଳ୍ପ ବ୍ୟତୀତ ବିଜ୍ଞାନ ପ୍ରଶ୍ନ ମଞ୍ଚ, ବୈଦିକ ଗଣିତ ପ୍ରଶ୍ନ ମଞ୍ଚ , ସଂସ୍କୃତିଜ୍ଞାନ ପ୍ରଶ୍ନ ମଞ୍ଚ, ବିଜ୍ଞାନ ପତ୍ରବାଚନ, ମୂର୍ତ୍ତି କଳା, ସଂଗୀତ ଓ ନୃତ୍ୟ ପ୍ରତିଯୋଗିତା ଅନୁଷ୍ଠିତ ହୋଇଥିଲା । ବିଜ୍ଞାନ ପ୍ରକଳ୍ପ ଏବଂ ଅନ୍ୟାନ୍ୟ ପ୍ରତିଯୋଗିତାରେ ପ୍ରଥମ, ଦ୍ୱିତୀୟ ଏବଂ ତୃତୀୟ ସ୍ଥାନ ଅର୍ଜନ କରିଥିବା ପ୍ରତିଯୋଗୀ ମାନଙ୍କୁ ପୁରସ୍କୃତ କରାଯାଇଥିଲା । ଏହି ମେଳାରେ ମୋଟ ୬୭୦ଜଣରୁ ଉର୍ଦ୍ଧ୍ୱ ପ୍ରତିଯୋଗୀ ଅଂଶ ଗ୍ରହଣ କରିଥିଲେ । ବିଦ୍ୟାଳୟର ପ୍ରଧାନ ଆଚାର୍ଯ୍ୟ ନେତ୍ରାନନ୍ଦ ଜେନା ଅତିଥିମାନଙ୍କର ପରିଚୟ ପ୍ରଦାନ କରିଥଲେ । ଜ୍ଞାନ ବିଜ୍ଞାନ ମେଳାର ପ୍ରମୁଖ ଦିଲ୍ଲିପ କୁମାର ପ୍ରଧାନ ବିଜ୍ଞାନ ମେଳାର ବିବରଣୀ ପାଠ କରିଥିବାବେଳେ ବିଦ୍ୟାଳୟର ଯୁଗ୍ମ ସଂପାଦକ ପୂର୍ଣ୍ଣଚନ୍ଦ୍ର ପଣ୍ଡା ସମସ୍ତଙ୍କୁ ଧନ୍ୟବାଦ ଅର୍ପଣ କରିଥିଲେ ।

R7bet7, now that’s a catchy name. Gave their live betting a try and it was pretty engaging. Good selection of games and the stream quality was nice and clear. Withdrawals took a little longer than I expected, but hey, they eventually came through. Worth checking out for the live betting action: r7bet7
v88club – yeah, I checked it out! Good vibes, feels like a proper club. A good place get a fun experience. Join the club here: v88club
Needed to access jjwin4login and the site worked perfectly. Quick and easy. Login here: jjwin4login
Alright, so gachoic1 seems to be all about cockfighting. Not my cup of tea personally, but if you’re into that, it looks like this site covers it. Check it out if you dare: gachoic1
E aí, galera! Descobri o QQ88Asia1 recentemente e tô de olho nos jogos deles. Alguém já experimentou? Queria saber se a experiência é boa antes de colocar minha grana. Dá uma olhada: qq88asia1
For those times when the main site is down, linkvao188bet is a lifesaver. Quick access to everything 188bet offers. Never miss a bet again by going to linkvao188bet
Alright mates, just had a go on keonhacaifb88 and gotta say, it’s not half bad. Good odds and the platform is pretty slick. Worth a punt if you’re looking for somewhere new to have a flutter.
Alright everyone, downloaded the taiapp188bet app and it’s not bad! Easy to use, placing bets on the go. If you’re a 188bet fan, get the app!