ବଜେଟକୁ ନବୀନଙ୍କ କଟାକ୍ଷ
ଭୁବନେଶ୍ୱର: ବଜେଟ ଆଲୋଚନାରେ ଭାଗ ନେଇ ସୋମବାର ଦିନ ରାଜ୍ଯ ସରକାରଙ୍କୁ କଟାକ୍ଷ କରିଛନ୍ତି ବିରୋଧୀ ଦଳର ନେତା ନବୀନ ପଟ୍ଟନାୟକ। ସେ କହିଛନ୍ତି ଯେ ବିଜେଡି ଶାସନ ସମୟରେ କାର୍ଯ୍ୟକାରୀ ହୋଇଥିବା ୮୦% ଯୋଜନାକୁ ଆପଣାଇଛନ୍ତି ବିଜେପି ସରକାର।
ବିଧାନସଭାରେ ୨୦୨୪-୨୫ ଆର୍ଥିକ ବର୍ଷ ପାଇଁ ରାଜ୍ୟ ବଜେଟ୍ ଉପରେ ହୋଇଥିବା ବିତର୍କରେ ଅଂଶଗ୍ରହଣ କରି ବିଜେଡି ସଭାପତି ଏଭଳି ଦାବି କରିବା ସହ କହିଛନ୍ତି ଯେ ବଜେଟ୍ ଆବଣ୍ଟନର ୮୦ ପ୍ରତିଶତରୁ ଅଧିକ ଯୋଜନାର ରୂପରେଖ ବିଜେଡି ସରକାର ଦ୍ବାରା ପ୍ରସ୍ତୁତ କରାଯାଇଥିଲା।

2rcfg3
yfrhb4
Alright, BY88Casino, let’s be real. You got some serious jackpots! I dig the live casino games, feels like being in a real casino. Could use a few more promos aimed at regular players, but hey, can’t complain too much when you’re winning. Give it a whirl: by88casino
4u7gg9