ଭୁବନେଶ୍ବର: ରାଜ୍ୟରେ ୬ ଲୋକସଭା ଏବଂ ୪୨ ବିଧାନସଭା ଆସନ ପାଇଁ ଜାରି ରହିଛି ମତଦାନ । ଭୋଟ୍ ଦେଉଛନ୍ତି ରାଜ୍ୟବାସୀ । ମିଳିଥିବା ସୂଚନା ଅନୁସାରେ, ଅପରାହ୍ନ ୧ ଟା ସୁଦ୍ଧା ୩୭.୬୪ ପ୍ରତିଶତ ମତଦାନ ହୋଇଛି । ତେବେ ଭଦ୍ରକରେ ୩୪.୭୩ ପ୍ରତିଶତ ମତଦାନ ହୋଇଥିବାବେଳେ, ବାଲେଶ୍ୱରରେ ୪୧.୪୪ ପ୍ରତିଶତ ହୋଇଛି ମତଦାନ । ସେହିପରି କଟକରେ ୩୯ ପ୍ରତିଶତ ମତଦାନ ହୋଇଥିବାବେଳେ, ଜଗତସିଂପୁରରେ ୩୬.୮୫ ପ୍ରତିଶତ ଭୋଟ୍ ପଡିଛି, ଯାଜପୁରରେ ୩୩.୯୬ ପ୍ରତିଶତ, କେନ୍ଦ୍ରାପଡାରେ ୩୪.୪୫ ପ୍ରତିଶତ, ମୟୂରଭଞ୍ଜରେ ୩୯.୬୫ ପ୍ରତିଶତ ଓ ପୁରୀରେ ୪୨.୮୫ ପ୍ରତିଶତ ମତଦାନ ହୋଇଛି।
Breaking
ଶରୀରର ଫ୍ୟାଟ୍ ଲସ୍ କରିବାରେ ବୈପ୍ଲବିକ ପଦକ୍ଷେପ ୟୁବିୟୁ ଆଡଭାନ୍ସଡ୍ ଏସ୍ଥେଟିକ୍ସରେ “ଏମରାଲ୍ଡ ଚିକିତ୍ସା ଆରମ୍ଭଏମ୍ସ ଭୁବନେଶ୍ୱର ଚିକିତ୍ସକଙ୍କ ସଫଳତା, ଏକ୍ମୋ ସହାୟତାରେ ଗୁରୁତର ମହିଳାଙ୍କ ଜୀବନ ବଞ୍ଚାଇଲେଡମଣା ଗୋପୀନାଥ ଜୀଉ ଦୁର୍ଗାପୂଜା କମିମିଟିର ପ୍ରସ୍ତୁତି ବୈଠକନେକ୍ସସ୍ ଏକ୍ସପ୍ଲାନେଡ୍ ମଲରେ ଖୋଲିଲା ‘ କେ ସେ କୁଲଚା’ ଆଉଟଲେଟ୍ଭାରତୀୟ ଗ୍ରାହକମାନଙ୍କ ନିମନ୍ତେ ସାମସଙ୍ଗ ଦ୍ୱାରା ୧୦ଟି ବୃହତ୍ ଏଆଇ କ୍ଷମତାଯୁକ୍ତ ବେସପୋକ ୱାସିଙ୍ଗ ମେସିନର ଶୁଭ ଉନ୍ମୋଚନ