ଆଇ ଆଇ ଏମଟି ରେ ଆର୍ଥିକ ବିନିଯୋଗରେ ସମୀକ୍ଷା ଏବଂ ବ୍ୟବସାୟିକ ବିଶ୍ଳେଷଣତା ଉପରେ ଆନ୍ତର୍ଜାତିକ ସମ୍ମିଳନୀ
ଭୁବନେଶ୍ୱର : ଆର୍ଥିକ ବିନିଯୋଗର ସମୀକ୍ଷା ଏବଂ ବ୍ୟବସାୟିକ ବିଶ୍ଳେଷଣତା ଉପରେ ଏକ ଅନ୍ତର୍ଜାତିୟ ସମିଳନୀ କଣ୍ଟାବାଡ଼ସ୍ଥ ଆଇଆଇଏମଟି ର ପ୍ରଫେସର ଡ଼କ୍ଟର ଶ୍ରୀକାନ୍ତ ପଟ୍ଟନାୟକ ଙ୍କ ସଭାପତିତ୍ୱରେ ଅନୁଷ୍ଠିତ ହୋଇଯାଇଛି l ଆର୍ଥିକ ବିନିଯୋଗର ସମୀକ୍ଷା ଉପରେ ଗୁରୁତ୍ୱ ଦେଲେ ବ୍ୟବସାୟିକ ସଫଳତା ମିଳିଥାଏ ବୋଲି ସେ କହିଥିଲେ l ପ୍ରଥମେ ଏହି କାର୍ଯ୍ୟକ୍ରମକୁ ଜୁମ ମାଧ୍ୟମରେ ଇଟାଲିସ୍ଥ ପେରୁପିଇଅ ବିଶ୍ୱବିଦ୍ୟାଳୟ ଅର୍ଥନୀତି ବିଭାଗର ପ୍ରଫେସର ଡ଼କ୍ଟର ଫ୍ରାନସିସ ବର୍ଟିଲୋଚି, ଆର୍ଥିକ ବିନିଯୋଗରେ ସମୀକ୍ଷା ଏବଂ ବ୍ୟବସାୟିକ ମିତବୟତା ଉଦ୍ୟୋଗ ସ୍ଥାପନର ମୂଳ ଲକ୍ଷ ବୋଲି କହିଥିଲେ l ବିଶିଷ୍ଟ ସମାଜସେବୀ ତଥା ପୂର୍ବତନ ସୂଚନା କମିଶନର , ଓଡିଶା ଶ୍ରୀ ଜଗଦାନନ୍ଦ ମୁଖ୍ୟ ଅତିଥି ଭାବେ ଯୋଗଦେଇ ଆଦିବାସୀ ମାନଙ୍କର ଜଙ୍ଗଲ ଜାତ ଏବଂ କୃଷି ଜାତ ଦ୍ରବ୍ୟର ବିକ୍ରିବଟା ସଠିକ ମୂଲ୍ୟରେ ହୋଇପାରିଲେ ସେମାନଙ୍କ ଆର୍ଥିକ ଉର୍ନତି ହୋଇପାରିବ ବୋଲି ମତ ରଖିଥିଲେ l ପ୍ରାରମ୍ଭରେ ଆଇଆଇଏମଟି ର ଆସୋସିଏଟ ପ୍ରଫେସର ସୋମା ମିତ୍ର କାର୍ଯ୍ୟକ୍ରମ ସମ୍ପର୍କରେ ବିବରଣୀ ପ୍ରଦାନ କରିବା ସଂଗେ ସଂଗେ ପ୍ରଫେସର ଡ଼ଃ ପ୍ରମୋଦ କୁମାର ପୃଷ୍ଟି ଡିନ୍ ଏକାଡେମୀ ଏବଂ ପ୍ରଫେସର ଡ଼କ୍ଟର ଜଗମୋହନ ପଟ୍ଟନାୟକ ଡିନ ପ୍ରଶାସନିକ ଏବଂ ଛାତ୍ରକଲ୍ୟାଣ ଯଥାକ୍ରମେ ସ୍ୱାଗତ ଭାଷଣ ଧନ୍ୟବାଦ ପ୍ରଦାନ କରିଥିଲେ l

Okay, alright, OK36524… I’m intrigued. Is it legit? Anyone cashed out recently? Don’t want to end up throwing money into a black hole, you know? Share your wins (or losses… lol) ok36524
Heard about th7777, decided to give it a go. It’s pretty standard, nothing groundbreaking, but also nothing terrible. They have a decent range of games. I managed to win a small amount playing slots. Customer service was responsive when I had a question. It’s alright, you know?
2qgame… Sounds short and sweet. Is it slots? Cards? What’s the deal? I am Curious! Let’s take a look at 2qgame and finally settle it.
Alright, 55666 bong88 is the real deal. I’ve had some decent wins on this site. The interface is clean and easy to navigate, which is a major plus. Give it a shot! 55666 bong88
Looking to download the V9Bet app? Taiv9bet seems to have the download link. Let’s get this thing on my phone! taiv9bet