ଡଲାର ବିଗ୍ବସ୍’ର ନୂତନ ଟେଲିଭିଜନ ବିଜ୍ଞାପନ ଅଭିଯାନ ଆରମ୍ଭ
ଭାରତୀୟ ହୋସେରୀ ଇଣ୍ଡଷ୍ଟ୍ରିର ଅନ୍ୟତମ ଅଗ୍ରଣୀ କମ୍ପାନୀ ଡଲାର ଇଣ୍ଡଷ୍ଟ୍ରିଜ ଲିମିଟେଡ ଗ୍ରାହକଙ୍କ ପାଇଁ ସୁଲଭ ଫ୍ୟାଶନ ଏବଂ ସ୍ଥାୟୀତ୍ୱକୁ ପ୍ରତିନିଧିତ୍ୱ କରିଥାଏ । ନିଜର ସର୍ବଶେଷ ବିଜ୍ଞାପନ ଅଭିଯାନ ସହିତ, କମ୍ପାନୀ ଏକ ନୂତନ ମାନଦଣ୍ଡ ସ୍ଥିର କରିଛି ଯାହା ପୁନର୍ବାର ଡଲାର ବିଗ୍ବସ୍ ଉତ୍ପାଦ ଉପରେ ପର୍ଯ୍ୟବେସିତ ହୋଇଛି ।
ଏହି ଅବସରରେ ଡଲାର ଇଣ୍ଡଷ୍ଟ୍ରିଜ ଲିମିଟେଡର ପରିଚାଳନା ନିର୍ଦ୍ଦେଶକ ବିନୋଦ କୁମାର ଗୁପ୍ତା କହିଲେ, ଆମେ କେବଳ ଅନ୍ତର୍ବସ୍ତ୍ର ନୁହେଁ ଆଥଲେସିଜର, ଜିମ ପରିଧାନ ଏବଂ ପୁରୁଷମାନଙ୍କ ପାଇଁ କାଜୁଆଲ ସହିତ ଆମର ବିଗ୍ବସ୍ ପରିସରକୁ ବୃଦ୍ଧି କରିଛୁ । ଆମର ବ୍ରାଣ୍ଡ ଆମ୍ବାସାଡର, ସୁପରଷ୍ଟାର ଅକ୍ଷୟ କୁମାରଙ୍କ ସହ ଆମର ଦୀର୍ଘ ଦଶନ୍ଧି ଧରି ସହଭାଗୀତା ମାଧ୍ୟମରେ ଆମର ବ୍ରାଣ୍ଡରେ ଯଥେଷ୍ଟ ଅଭିବୃଦ୍ଧି ଘଟିଛି ।
ଡଲାର ବିଗ୍ବସ୍ର ଟେଲିଭିଜନ ଅଭିଯାନ ସମସ୍ତ ଅନ୍ତର୍ନିହିତ ମୂଲ୍ୟବୋଧକୁ ଦର୍ଶାଇ ବ୍ରାଣ୍ଡର ଏକ ନୂଆ ପଦକ୍ଷେପ । କାହାଣୀଟି ଏକ ଗୁରୁତ୍ୱପୂର୍ଣ୍ଣ ସହରୀ ଜୀବନଶୈଳୀ ଉପରେ ପର୍ଯ୍ୟବେସିତ । ଗୁରୁତ୍ୱପୂର୍ଣ୍ଣ ବୈଠକକୁ ଯିବା ବାଟରେ ଅଧିକ ଟ୍ରାଫିକ୍ ଯାତାୟାତ ଦ୍ୱାରା ସମସ୍ୟାରେ ପଡ଼ିଥିବା ଜଣେ ସହରୀ ଡଲାର ପରିଧାନକାରୀ ଅକ୍ଷୟ କୁମାରଙ୍କ କାରଟି ପାଣି ଘେରରେ ପଡ଼ିଯାଇଛି । ଏକ ଚିନ୍ତାଧାରା ତାଙ୍କ ମନକୁ ଆସିଛି । ସେ ରୋଡ ରୁଟ ଖୋଳିବାକୁ ସ୍ଥିର କଲେ ଏବଂ ଚାଲୁଥିବା ଜଳ କ୍ରୀଡାକୁ ଦେଖି ସେ ଏକ ସ୍କେଟ ବୋର୍ଡରେ ପାଣି ଉପର ଦେଇ ଯିବାକୁ ପସନ୍ଦ କରୁଛନ୍ତି । ଅକ୍ଷୟ ଯେଉଁ ଯୁବତୀଙ୍କୁ ଏନେଇ ଅନୁରୋଧ କରନ୍ତି ସେ ତାଙ୍କ ବୋର୍ଡ ଖୁସିରେ ପ୍ରଦାନ କରୁଛନ୍ତି । କାରଣ ଯୁବତୀ ଜଣକ ଅକ୍ଷୟଙ୍କ ପରି ମନୋଭାବ ରଖିଛନ୍ତି । ଆମେ ତାଙ୍କୁ ପାଣି ଉପରେ ସୁରୁଖୁରୁରେ ଗତି କରୁଥିବାର, ଯାନବାହାନକୁ ସମ୍ପୂର୍ଣ୍ଣରୂପେ ଏଡ଼ାଇ ଏବଂ ଠିକ ସମୟରେ ସଭା ସ୍ଥଳରେ ପହଂଚିଛନ୍ତି । ଉପସ୍ଥିତ ଲୋକମାନେ ତାଙ୍କ ସମୟାନୁବର୍ତିତା ଦ୍ୱାରା ପ୍ରଭାବିତ ହୋଇଛନ୍ତି । ଡଲାର ବିଗ୍ବସ୍ ପ୍ରତିନିଧିତ୍ୱ କରୁଥିବା ନିର୍ଭରଶୀଳତାକୁ ଦର୍ଶାଇ ବ୍ରାଣ୍ଡର ଚେହେରା କହୁଛନ୍ତି, “ଫିଟ୍ ହୈ, ବସ୍” ।
ଏହି ବିଜ୍ଞାପନକୁ ପ୍ରଖ୍ୟାତ ବିଜ୍ଞାପନ ନିର୍ମାତା ଉଜର ଖାନ ନିର୍ଦ୍ଦେଶନା ଦେଇଛନ୍ତି ଏବଂ ଉଭୟ ଇଲେକ୍ରୋ୍ଟନିକ ଏବଂ ଅନଲାଇନ ପ୍ଲାଟଫର୍ମରେ ଏହା ମୁକ୍ତିଲାଭ କରିଛି । ଡିଜିଟାଲ, ସୋସିଆଲ ମିଡିଆ, ଉଚ୍ଚ-ପ୍ରଭାବ ବାହ୍ୟ ସ୍ଥାନ, ପ୍ରିଂଟ୍ ଏବଂ ଟିଭି ମାଧ୍ୟମରେ ଏହି ଅଭିଯାନ ମିଳିତ ଭାବେ ଜାରି ରହିଛି ।
ଏହି ଅଭିଯାନ ଉପରେ ମନ୍ତବ୍ୟ ଦେଇ ଲୋ ଲିଂଟାସର ୟୁନିଟ କ୍ରିଏଟିଭ ଡାଇରେକ୍ଟର ମୋହିତ ପାସ୍ରିକା କହିଲେ, “ଖୋଲାଖୋଲି ଭାବେ, ସମୟାନୁବର୍ତୀ ହେବା ବିତର୍କ ମଧ୍ୟରେ ରହିଥାଏ । ଦୁର୍ଭାଗ୍ୟବଶତଃ, ବିଳମ୍ବ ହେବା ସାଧାରଣ କଥା ହୋଇଗଲାଣି । ତଥାପି, ଏହା ବିଷୟରେ ଚିନ୍ତା କରିବାକୁ ପଡ଼ିବ । ଆମେ ଅନୁଭବ କରିବା ଆବଶ୍ୟକ ଯେଉଁ ଲୋକମାନେ ଅଧିକ ‘ବ୍ୟସ୍ତ’ ସେମାନେ ପ୍ରକୃତରେ ସମୟ ବିଷୟରେ ଅତ୍ୟନ୍ତ ସଚେତନ । ଅକ୍ଷୟଙ୍କ ପାଇଁ ମଧ୍ୟ ସମାନ ଘଟିଛି । ଏତେ ବ୍ୟସ୍ତ ସୁପରଷ୍ଟାର ହୋଇଥିଲେ ମଧ୍ୟ ଅକ୍ଷୟ ସମୟାନୁବର୍ତୀ ପାଇଁ ପ୍ରକୃତ ଉଦାହରଣ ପାଲଟିଛନ୍ତି । ତେଣୁ, ଯେତେବେଳେ ଆମେ ନୂତନ ବାଣିଜ୍ୟିକ ବିଜ୍ଞାପନ ସମ୍ପର୍କରେ ଚିନ୍ତା କଲୁ, ଆମେ ଅକ୍ଷୟଙ୍କ ଜୀବନ ମୂଲ୍ୟକୁ ଜଳ-କ୍ରୀଡା କ୍ରିୟା ସହିତ ମିଶାଇବାକୁ ସ୍ଥିର କଲୁ । ଯାହାଫଳରେ ଶେଷରେ ଏହା କେବଳ ଦର୍ଶକଙ୍କ ସହ ଜଡିତ ନୁହେଁ ବରଂ ଏକ ଚିତାକର୍ଷକ ମନୋରଞ୍ଜନ ସମୟ ସୃଷ୍ଟି କରିଥିଲା ।
ଡଲାର ବିଗ୍ବସ୍ ହେଉଛି ପୁରୁଷଙ୍କ ଅନ୍ତର୍ବସ୍ତ୍ରର ଏକ ଉଚ୍ଚ-ଗୁଣାତ୍ମକ ସଂଗ୍ରହ ଏବଂ ବର୍ତମାନ ଏହା ଆଥଲେସିଜର, ଜିମ ପୋଷାକ ଏବଂ କାଜୁଆଲ ପୋଷାକ ଦେଶରେ ପୁରୁଷଙ୍କ ଆଧୁନିକ ଜୀବନଶୈଳୀକୁ ପରିପୁଷ୍ଟ କରିବା ପାଇଁ ପରିକଳ୍ପିତ ହୋଇଛି । ୧୦୦% ସୂତାରୁ ନିର୍ମିତ, ଉତ୍ପାଦଗୁଡିକ ଆରାମ ଏବଂ ଷ୍ଟାଇଲର ଗ୍ୟାରେଂଟି ପ୍ରଦାନ କରିଥାଏ ଏବଂ ପରିଧାନକାରୀଙ୍କ ପ୍ରତ୍ୟେକ କାର୍ଯ୍ୟ ତଥା ଆତ୍ମବିଶ୍ୱାସକୁ ସୁନିଶ୍ଚିତ କରେ ।

Thinking about putting some cheddar on pixbet365. What’s the general consensus? Solid bookie or nah?
Downloaded the 88betapps app the other day. Pretty slick, to be honest. Easy to use and had a good selection of games. Worth a look if you’re on the move a lot. Cheers!88betapps
Anyone playing on fun88163? Just curious about payouts and overall experience. Give me the lowdown before I deposit! The website is: fun88163
Hey guys, anyone catch the ‘đá gà c1 hôm nay’ matches? Was hoping for some good fights! Check it out here đá gà c1 hôm nay if you missed it.
For all you betting enthusiasts, Tylekeo188bet is where you need to be. Solid odds and a wide range of sports. Get your bets in! tylekeo188bet
Anyone else tried zv777gamedownload? The download was quick and painless, and the game runs great on my phone. Give it a try! zv777gamedownload
Just downloaded wc99gamedownload and I’m pleasantly surprised! Quick download, easy installation, and the games are actually fun! Thumbs up from me! wc99gamedownload
Downloaded the 317betapp and it’s pretty sweet! Super convenient to place bets on the go, plus it’s user friendly. Highly recommend if you’re always on your phone! Download here: 317betapp