ସୁନୀଲ ବ°ଶଲ ରାଜ୍ୟ ଭାଜପା ପ୍ରଭାରୀ
ଭୁବନେଶ୍ୱର,୧୦ା୮(ବ୍ୟୁରୋ): ରାଜ୍ୟ ଭାଜପା ପାଇଁ ନୂଆ ପ୍ରଭାରୀ ନିଯୁକ୍ତ ହୋଇଛନ୍ତି। ବୁଧବାର ସୁନୀଲ ବଂଶଲଙ୍କୁ ରାଜ୍ୟ ଭାଜପା ପ୍ରଭାରୀ ଭାବେ ନିଯୁକ୍ତ କରାଯାଇଥିବା ରାଷ୍ଟ୍ରୀୟ ମହାସଚିବ ଅରୁଣ ସିଂହ ଏ ସମ୍ପର୍କରେ ସୂଚନା ଦେଇଛନ୍ତି। ସୁନୀଲଙ୍କୁ ଓଡ଼ିଶା ସହିତ ପଶ୍ଚିମବଙ୍ଗ ଏବଂ ତେଲେଙ୍ଗାନା ଦାୟିତ୍ୱ ମିଳିଥିବା ନେଇ ଭାଜପା ମୁଖ୍ୟାଳୟ ପକ୍ଷରୁ ବିଜ୍ଞପ୍ତି ପ୍ରକାଶ ପାଇଛି।
ସୁନୀଲ ପୂର୍ବରୁ ଉତ୍ତରପ୍ରଦେଶର ଭାଜପା ସାଧାରଣ ସମ୍ପାଦକ ଭାବରେ କାର୍ଯ୍ୟ କରୁଥିଲେ। ଭାଜପା ନେତୃତ୍ୱ ବଂଶଲଙ୍କୁ ଉତ୍ତରପ୍ରଦେଶରୁ ସ୍ଥାନାନ୍ତର କରିବାକୁ ନିଷ୍ପତ୍ତି ନେଇଛି। ତାଙ୍କୁ ଧର୍ମବୀରଙ୍କ ସ୍ଥାନ ଦିଆଯାଇଛି। ସେ ବର୍ତ୍ତମାନ ଝାଡ଼ଖଣ୍ଡର ଦାୟିତ୍ୱ ତୁଲାଉଛନ୍ତି। ସୁନୀଲଙ୍କ ସାଂଗଠନିକ ଦକ୍ଷତା ଥିବାରୁ ତାଙ୍କୁ ଗୁରୁତ୍ୱପୂର୍ଣ୍ଣ ଦାୟିତ୍ୱ ଦିଆଯାଇଛି।

**mitolyn official**
Mitolyn is a carefully developed, plant-based formula created to help support metabolic efficiency and encourage healthy, lasting weight management.