banner
Breaking

ଏଥର ବାହାରେ ମିଳିବ ଟିକା

0

ନୂଆଦିଲ୍ଲୀ,୨୭।୧: ଡ୍ରଗ୍ସ କଣ୍ଟ୍ରୋଲର୍‌ ଜେନେରାଲ ଅଫ ଇଣ୍ଡିଆ (ଡିସିଜିଆଇ) ଆଣ୍ଟି-କୋଭିଡ -୧୯ ଟିକା କୋଭିଶିଲ୍ଡ ଏବଂ କୋଭାକ୍ସିନ୍‌ର ନିୟମିତ ବଜାରରେ ବିକ୍ରି କରିବାକୁ ଅନୁମତି ଦେଇଛି। ମେଡିକାଲ ଷ୍ଟୋରରେ ଏହି ଟିକା ଉପଲବ୍ଧ ହେବ ନାହିଁ ବୋଲି ସୂତ୍ରରୁ ପ୍ରକାଶ। ଡାକ୍ତରଖାନା ଏବଂ କ୍ଲିନିକଗୁଡିକରୁ ଟିକା କିଣି ହେବ। ପ୍ରତି ଛଅ ମାସରେ ଡିସିଜିଆଇକୁ ଟିକାକରଣ ତଥ୍ୟ ପ୍ରଦାନ କରିବାକୁ ପଡିବ।

Khansweb Solution Bhubaneswar

Leave A Reply

Your email address will not be published.