banner
Breaking

କମିଶନରେଟ୍ ପୋଲିସର ପ୍ରତିଷ୍ଠା ଦିବସ

0

ଭୁବନେଶ୍ୱର,୧।୧(ବ୍ୟୁରୋ): ଆଜି ହେଉଛି କମିଶନରେଟ ପୋଲିସର ପ୍ରତିଷ୍ଠା ଦିବସ। କମିଶନରେଟ ପୋଲିସ ୧୩ ପୂରି ୧୪ ବର୍ଷରେ ପାଦ ଥାପିଛି । ୨୦୦୮ ଜାନୁୟାରୀ ୧ରେ ଦ୍ବୈତନଗରୀ ଭୁବନେଶ୍ବର-କଟକକୁ ନେଇ ଗଠିତ ହୋଇଥିଲା । ୨୦୨୨ ପୋଲିସ ପାଇଁ ବଡ଼ ଚାଲେଞ୍ଜ ହେବ । କମିଶନରେଟ ପୋଲିସକୁ ଚଳିତବର୍ଷ ୩ଟି ନୂଆ ଥାନା ମିଳିଥିବା ବେଳେ, ଉଭୟ କଟକ ଓ ଭୁବନେଶ୍ବର ପାଇଁ ସ୍ବତନ୍ତ୍ର ଅପରାଧ ଶାଖା ଖୋଲା ଯାଇଛି । ଏହି ଅପରାଧ ଶାଖାରେ ସାଇବର ଠକେଇ ମାମଲାର ତଦନ୍ତ ହେବ ।

Khansweb Solution Bhubaneswar

Leave A Reply

Your email address will not be published.