banner
Breaking

ଘରକୁ ଫେରିଲେ ଗାଙ୍ଗୁଲି।

0

କୋଲକାତା,୩୧।୧: ଭାରତୀୟ କ୍ରିକେଟ୍‌ ଟିମ୍‌ର ପୂର୍ବତନ କ୍ୟାପଟେନ ତଥା ବିସିସିଆଇ ଅଧ୍ୟକ୍ଷ ସୌରଭ ଗାଙ୍ଗୁଲି ହସ୍ପିଟାଲରୁ ଘରକୁ ଫେରିଛନ୍ତି। ସେ ଗୋଟିଏ ସପ୍ତାହ ବିଶ୍ରାମ ନେବାକୁ ପରାମର୍ଶ ଦିଆଯାଇଛି। ଡାକ୍ତରଙ୍କ ମତରେ ଗାଙ୍ଗୁଲିଙ୍କ ସ୍ବାସ୍ଥ୍ୟାବସ୍ଥା ବର୍ତ୍ତମାନ ଠିକ୍‌ ଅଛି।
ଗାଙ୍ଗୁଲି ହୃଦଘାତର ଶିକାର ହୋଇ ହୋଇଥିଲେ। ଏହି ବର୍ଷ ଆରମ୍ଭରେ ସେ ଦୁଇ ଦୁଇଥର ହସ୍ପିଟାଲରେ ଭର୍ତ୍ତି ହୋଇଥିଲେ। ପ୍ରଥମଥର ଆଞ୍ଜିୟୋପ୍ଲାଷ୍ଟି ପରେ ଗାଙ୍ଗୁଲି ସୁସ୍ଥ ହୋଇଛନ୍ତି।

Khansweb Solution Bhubaneswar

Leave A Reply

Your email address will not be published.