ଭୁବନେଶ୍ୱର,୧।୮(ଓଡ଼ିଆ ନ୍ୟୁଜ): ଚିନ୍ତା ବଢାଇଛି ଭୁବନେଶ୍ୱର ସ°କ୍ରମଣ। ପ୍ରଶାସନିକ ତତ୍ପରତା ଭିତରେ ବି ବଢିଚାଲିଛି ଆକ୍ରାନ୍ତଙ୍କ ସ°ଖ୍ୟା। ଅମାନିଆଙ୍କ ପାଇଁ ହୁହୁ ବଢୁଛି କରୋନା। ରାଜଧାନୀରେ କୋଭିଡ କଟକଣାକୁ ନ ମାନି ବୁଲୁଥିବା ଆମାନିଆଙ୍କୁ ସାବାଡ କରିବା ପାଇଁ ଶନିବାର ନୂଆ ତରିକା ଆପଣାଇଛନ୍ତି ଡିସିପି ଉମାଶଙ୍କର ଦାଶ। ସର୍ବସାଧାରଣଙ୍କ ପାଇଁ ଡିସିପି ହ୍ବାଟ୍ସଆପ ନମ୍ବର ଜାରି କରିଛନ୍ତି। ଯଦି କୌଣସି ବ୍ୟକ୍ତି କୋଭିଡ କଟକଣା ଉଲ୍ଲଘଂନ କରନ୍ତି ତେବେ ହ୍ବାଟ୍ସଆପ ନମ୍ବର- ୭୪୪୦୦୦୬୭୦୯ରେ ଜଣାଇପାରିବେ ବୋଲି ସେ ପ୍ରକାଶ କରିଛନ୍ତି। ସେହିପରି କଟକଣା ଉଲ୍ଲଘଂନ କରୁଥିବା ଲୋକଙ୍କ ଭିଡିଓ, ଫଟୋ ଓ ଟେକ୍ସଟ ପଠାଇବାକୁ ଅନୁରୋଧ କରିଛନ୍ତି।
Breaking
ଷ୍ଟ୍ରଙ୍ଗରୁମରେ ପହଁଚିଲା ଇଭିଏମ ଓ ଭିଭିପ୍ୟାଟ ୨୪ ଘଣ୍ଟିଆ ସୁରକ୍ଷା ସହ ସିସିଟିଭି ବ୍ୟବସ୍ଥାସରପଞ୍ଚ ଏବଂ ଶିକ୍ଷକଙ୍କୁ ମିଳିବ ଅବଦୁଲ କାଲାମ ଆୱାର୍ଡ଼ଆଇ ଆଇ ଏମଟି ରେ ଆର୍ଥିକ ବିନିଯୋଗରେ ସମୀକ୍ଷା ଏବଂ ବ୍ୟବସାୟିକ ବିଶ୍ଳେଷଣତା ଉପରେ ଆନ୍ତର୍ଜାତିକ ସମ୍ମିଳନୀଡଲାର ବିଗ୍ବସ୍’ର ନୂତନ ଟେଲିଭିଜନ ବିଜ୍ଞାପନ ଅଭିଯାନ ଆରମ୍ଭଇଞ୍ଜଣା ଜରିପାଟଣା ରାସ୍ତାର ଭିିତ୍ତିପ୍ରସ୍ତର ସ୍ଥାପନ ଓ ମିଶନ ଶକ୍ତି ଗୃହ ଉଦ୍ଘାଟନ