banner
Breaking

ଆମ ଓଡିଶା ଓ ସାଇ ମନ୍ଦିର ଟ୍ରଷ୍ଟ ପକ୍ଷରୁ ରକ୍ତଦାନ ଶିବିର।

0

ଜଗତସିଂହପୁର,୫/୭(ଓଡ଼ିଆ ନ୍ୟୁଜ):ଆଜି ସାଇ ମନ୍ଦିର ପ୍ରତିଷ୍ଠା ବାର୍ଷିକ ଉତ୍ସବ ଅବସର ଆମ ଓଡ଼ିଶା ଓ ସାଇ ମନ୍ଦିର ଗୋପାଳ ସାଗର ତରଫରୁ ରକ୍ତଦାନ ଶିବିର ଅନୁଷ୍ଠିତ ହୋଇଯାଇଛି ।ସାମାଜିକ ଦୂରତା ରକ୍ଷା କରି ୨୨ ୟୁନିଟ୍ ରକ୍ତ ସଂଗ୍ରହ କରାଯାଇଥିଲା । ଏଥିରେ ଟ୍ରଷ୍ଟ ସଭାପତି ହେମନ୍ତ କୁମାର ଲେଙ୍କା ଉଦଘାଟନ କରିଥିଲେ ।ଅନ୍ୟ ମାନଙ୍କ ମଧ୍ୟରେ ଟ୍ରଷ୍ଟ ସମ୍ପାଦକ ରାଜେନ୍ଦ୍ର କୁମାର ଲେଙ୍କା ,ସୁବ୍ରତ ଲେଙ୍କା, ସମିତ ଲେଙ୍କା,ଦେବେନ୍ଦ୍ର ସ୍ୱାଇଁ,ସିଦ୍ଧାର୍ଥ ଲେଙ୍କା,ସୁଜିତ ଘୋଷ,ସତିଶ ଲେଙ୍କା,ଗଣେଶ୍ୱର ମାଣିଆ,ସୁଦ୍ଦେଶ୍ ଲେଙ୍କା,ଉପେନ୍ଦ୍ର ସ୍ୱାଇଁ ପ୍ରମୁଖ ଉପସ୍ଥିତ ରହି କାର୍ଯକ୍ରମ ପରିଚାଳନା ରେ ସହଯୋଗ କରିଥିଲେ ।

Khansweb Solution Bhubaneswar

Leave A Reply

Your email address will not be published.