banner
Breaking
Monthly Archives

June 2022

କିଟ୍ ରୋଡରେ ଖୋଲିଲା ବିଙ୍ଗଓ୍ବେଲ କ୍ଲିନିକ ଆଣ୍ଡ ସ୍ପା

ଭୁବନେଶ୍ୱର, ଭୁବନେଶ୍ୱର ପଟିଆ ଅଞ୍ଚଳସ୍ଥ କିଟ୍ ଛକରେ ‘ ବିଙ୍ଗଓ୍ବେଲ କ୍ଲିନିକ ଆଣ୍ଡ ସ୍ପା ଉଦଘାଟିତ ହୋଇଯାଇଛି। ଏହାକୁ କାଦମ୍ବିନୀର ସଂପାଦିକା ଡ଼ ଇତି ସାମନ୍ତ ମୁଖ୍ୟ ଅତିଥି ଭାବେ ଯୋଗଦେଇ ଉଦଘାଟନ କରି ବିଙ୍ଗଓ୍ବେଲର ଏହି ନିଆରା ଶୈଳୀର ସେବାକୁ ଭୂୟସୀ ପ୍ରଶଂସା କରିଥିଲେ । ସମ୍ମାନିତ…
Read More...

୧୨ ନମ୍ବର ଓ୍ବାର୍ଡରେ ରାସ୍ତା ଓ ଡ୍ରେନ କାମର ଭିତ୍ତିପ୍ରସ୍ତର ସ୍ଥାପନ

ଭୁବନେଶ୍ୱର ୧/୬, ଭୁବନେଶ୍ୱର ମହାନଗର ନିଗମ ଅନ୍ତର୍ଗତ ୧୨ନଂ ୱାର୍ଡର ଜୟଦେବ ବିହାର ଏଚ.ଆଇ.ଜି କଲୋନୀ ରାସ୍ତା ଓ ଡ୍ରେନ୍ କାମର ଭିିତ୍ତିପ୍ରସ୍ତର ଉତ୍ତର ବିଧାୟକ ସୁଶାନ୍ତ କୁମାର ରାଉତ ଓ ମେୟର ସୁଲୋଚନା ଦାସଙ୍କ କରକମଳରେ ଶୁଭ ଉଦ୍‌ଘାଟିତ ହୋଇଯାଇଛି । ୭୬ ଲକ୍ଷ୍ୟ ବ୍ୟୟ ଅଟକଳରେ ନିର୍ମିତ…
Read More...

ଜୁନ ମାସରେ ଅଧିକ ବର୍ଷା ହେବ

ଭୁବନେଶ୍ୱର,୧ା୬(ବ୍ୟୁରୋ): ଚଳିତ ବର୍ଷ ଜୁନ୍‌ ମାସରେ ଓଡ଼ିଶାରେ ସ୍ବାଭାବିକଠାରୁ ଅଧିକ ବର୍ଷା ହେବ। ଭାରତୀୟ ପାଣିପାଗ ବିଭାଗ (ଆଇଏମ୍‌ଡି) ଏଭଳି ଅନୁମାନ କରିଛି। ଜୁନ୍‌ରୁ ସେପ୍ଟେମ୍ବର ମଧ୍ୟରେ ଓଡ଼ିଶାରେ କେତେ ବର୍ଷା ହେବ ସେ ନେଇ ଏକ ମିଶ୍ରିତ ଆକଳନ କରାଯାଇଛି। ମୌସୁମୀ ଋତୁରେ ରାଜ୍ୟର…
Read More...

ଗଛ କଟାକୁ ବିରୋଧ

ଭୁବନେଶ୍ୱର,୧ା୬(ବ୍ୟୁରୋ): ବିଧାୟକଙ୍କ ନିମନ୍ତେ ନୂତନ କ୍ୱାର୍ଟର୍ସ ନିର୍ମାଣ ଲାଗି ରବୀନ୍ଦ୍ର ମଣ୍ଡପଠାରୁ କମିଶନରେଟ କାର୍ଯ୍ୟାଳୟ ମଧ୍ୟରେ ପ୍ରାୟ ୩ଶହରୁ ଊର୍ଦ୍ଧ୍ୱ ଗଛକୁ କାଟି ଦିଆଗଲାଣି। ସର୍ବମୋଟ ୮୦୦ ମୂଲ୍ୟବାନ ଓ ବହୁ ପୁରାତନ ଗଛ କଟାଯିବାକୁ ଲକ୍ଷ୍ୟ ରଖାଯାଇଛି। ସେଠାରେ ୨୭୫ କୋଟି…
Read More...

ଓଏଏସ ସ୍ତରରେ ଅଦଳବଦଳ

ଭୁବନେଶ୍ୱର,୩୧।୫(ବ୍ୟୁରୋ): ରାଜ୍ୟ ସରକାର ବରିଷ୍ଠ ଓଏଏସ୍‌ ଅଫିସରସ୍ତରରେ ଅଦଳବଦଳ କରିଛନ୍ତି। ସ୍କୁଲ ଓ ଗଣଶିକ୍ଷା ବିଭାଗର ଅତିରିକ୍ତ ସଚିବ ତଥା ବରିଷ୍ଠ ଓଏଏସ୍‌ ନିବେଦିତା ମିଶ୍ରଙ୍କୁ ଉଚ୍ଚଶିକ୍ଷା ନିର୍ଦ୍ଦେଶକ ଭାବେ ବଦଳି କରାଯାଇଛି। ଏନେଇ ସାଧାରଣ ପ୍ରଶାସନ ବିଭାଗ ପକ୍ଷରୁ ମଙ୍ଗଳବାର…
Read More...

ମା ମଙ୍ଗଳା ବସ୍ତିରେ ଜାଗା ସମ୍ପର୍କ ଦକ୍ଷତା ବୃଦ୍ଧି କାର୍ଯ୍ୟକ୍ରମ

ଭୁବନେଶ୍ୱର, : ଓଡ଼ିଶାର ଜନପ୍ରିୟ ତଥା ବସ୍ତି ବାସିନ୍ଦାଙ୍କ ମଉଡମଣୀ, ମାନ୍ୟବର ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକଙ୍କର ବସ୍ତି ବାସିନ୍ଦାଙ୍କୁ ସମାଜର ମୁଖ୍ୟ ସ୍ରୋତରେ ସାମିଲ କରିବାର ପ୍ରୟାସ ଓ ବିଭିନ୍ନ ଜନହିତକରୀ ଯୋଜନା ଏବଂ ଥଇଥାନ ବ୍ୟବସ୍ଥା ପାଇଁ ଆଜି ନୀଳାଦ୍ରି ବିହାର ସ୍ଥିତ ମା…
Read More...