banner
Breaking

ସେପ୍ଟେମ୍ବର ପ୍ରଥମ ସପ୍ତାହରେ ପ୍ରକାଶ ପାଇବ ଯୁକ୍ତ ୨ କଳା ପରୀକ୍ଷା ଫଳ।

0

ଭୁବନେଶ୍ୱର,୨୫।୮(ବ୍ୟୁରୋ): ସେପ୍ଟେମ୍ବର ପ୍ରଥମ ସପ୍ତାହରେ ଯୁକ୍ତ ଦୁଇ କଳା ପରୀକ୍ଷାଫଳ ପ୍ରକାଶ ପାଇବ। ଏହା ସହ ଯୁକ୍ତ ଦୁଇ ଧନ୍ଦାମୂଳକ ପରୀକ୍ଷା ଫଳ ମଧ୍ୟ ସେହିଦିନ ପ୍ରକାଶ ପାଇବ। ଏ ନେଇ ମଙ୍ଗଳବାର ସ୍କୁଲ ଓ ଗଣଶିକ୍ଷା ମନ୍ତ୍ରୀ ସମୀର ଦାଶ ସୂଚନା ଦେଇଛନ୍ତି। ପୂର୍ବରୂ ବିଜ୍ଞାନ ଓ ବାଣିଜ୍ୟ ଫଳ ପ୍ରକାଶ ପାଇଥିବା ବେଳେ କଳା ଓ ଧନ୍ଦାମୂଳକ ଫଳ ଅଗଷ୍ଟ ଶେଷ ସୁଦ୍ଧା ବାହାରିବା ନେଇ ଘୋଷଣା ହୋଇଥିଲା। ମାତ୍ର ସିଏଚ୍‌ଏସ୍‌ଇର ୨ କର୍ମଚାରୀ କରୋନା ପଜିଟିଭ୍‌ ଚିହ୍ନଟ ହେବା ପରେ ଫଳ ବାହାରିବା ନେଇ ବିଳମ୍ବ ହୋଇଥିବା ସେ କହିଛନ୍ତି।

Khansweb Solution Bhubaneswar

Leave A Reply

Your email address will not be published.