banner
Breaking

ଦଶମ, ଦ୍ବାଦଶ ଟର୍ମ-୧ ପରୀକ୍ଷା

0

ନୂଆଦିଲ୍ଲୀ,୮।୧୧: ସିବିଏସ୍‌ସି ଦଶମ ଓ ଦ୍ବାଦଶର ଟର୍ମ-୧ ପରୀକ୍ଷାକୁ ନେଇ ନିର୍ଦ୍ଦେଶନାମା ଜାରି ହୋଇଛି । ମଙ୍ଗଳବାର ସିବିଏସ୍‌ସି ପୋର୍ଟାଲରେ ନଭେମ୍ବର ଓ ଡିସେମ୍ବରରେ ହେବାକୁ ଥିବା ପରୀକ୍ଷା ପାଇଁ ଛାତ୍ରୀଛାତ୍ରଙ୍କ ରୋଲ ନମ୍ବର ଅପଲୋଡ଼ କରାଯିବ । ୪୫ରୁ ୫୦ ଦିନ ପର୍ଯ୍ୟନ୍ତ ପରୀକ୍ଷା ଚାଲିବ ବୋଲି କେନ୍ଦ୍ରୀୟ ମାଧ୍ୟମିକ ଶିକ୍ଷା ପରିଷଦ ପକ୍ଷରୁ ଏହି ସୂଚନା ଦିଆଯାଇଛି।

ଦ୍ୱାଦଶ ଶ୍ରେଣୀର ଛାତ୍ରୀଛାତ୍ରଙ୍କ ପରୀକ୍ଷା ୧୧୪ଟି ବିଷୟ ଉପରେ ପରୀକ୍ଷା କରାଯାଉଥିବା ବେଳେ ଦଶମ ଶ୍ରେଣୀ ଛାତ୍ରୀଛାତ୍ରଙ୍କ ପରୀକ୍ଷା ୭୫ ଟି ବିଷୟ ଉପରେ ପରୀକ୍ଷା କରାଯିବ। ସିବିଏସ୍‌ସି ଦ୍ବାରା ନଭେମ୍ବର ୧୬ ତାରିଖରୁ ଦ୍ବାଦଶ ପରୀକ୍ଷା ଓ ନଭେମ୍ବର ୧୭ ତାରିଖରୁ ଦଶମ ଶ୍ରେଣୀ ଛାତ୍ରୀଛାତ୍ରଙ୍କ ମାଇନର ବିଷୟର ପରୀକ୍ଷା କରାଯିବ।

Khansweb Solution Bhubaneswar

Leave A Reply

Your email address will not be published.