banner
Breaking
Monthly Archives

September 2021

ସୁନାମଧନ୍ୟା ସାହିତ୍ୟିକା ମନୋରମା ମହାପାତ୍ରଙ୍କ ପରଲୋକ

ଭୁବନେଶ୍ୱର : ବିଶିଷ୍ଟ ତଥା ସୁନାମଧନ୍ୟା ସାହିତ୍ୟିକା, କବୟତ୍ରି, ସାମ୍ବାଦିକା, ସମ୍ପାଦିକା, ସମାଜସେବୀ, ଅଧ୍ୟାପିକା ତଥା ‘ସମାଜ’ର ପୂର୍ବତନ କାର୍ଯ୍ୟକାରୀ ସମ୍ପାଦିକା ଡକ୍ଟର ମନୋରମା ମହାପାତ୍ରଙ୍କର ଆଜି କଟକ ବଡ଼ ଡାକ୍ତରଖାନାରେ ପରଲୋକ ହୋଇଯାଇଛି। ମୃତ୍ୟୁ ବେଳକୁ ତାଙ୍କୁ ୮୭ବର୍ଷ ବୟସ…
Read More...

ଧର୍ମପରାୟଣା ମହିଳାଙ୍କ ପରଲୋକ।

ଭୁବନେଶ୍ୱର,୧୯/୯ (ଓଡ଼ିଆ ନ୍ୟୁଜ) : ଚନ୍ଦ୍ରଶେଖରପୁରର ନୀଳାଦ୍ରି ବିହାର ଅଞ୍ଚଳର ଧର୍ମପରାୟଣା ମହିଳା ବିଜୟ ଲକ୍ଷ୍ମୀ ମହାନ୍ତିଙ୍କର ୬୬ ବର୍ଷ ବୟସରେ ପରଲୋକ ଘଟିଛି। ବାଲିପାଟଣା ଶିଶୁ ଅନନ୍ତ ମହାବିଦ୍ୟାଳୟର ପ୍ରାକ୍ତନ ଅଧ୍ୟକ୍ଷ ସୁଧୀର କୁମାର ମହାନ୍ତିଙ୍କର ସେ ଧର୍ମ ଅଟନ୍ତି। ସେ ଜଣେ…
Read More...

ପିପିଲି ଉପନିର୍ବାଚନ ପାଇଁ ତିନୋଟି ଦଳର ଷ୍ଟାର ପ୍ରଚାରକ ତାଲିକା ପ୍ରକାଶ।

ଭୁବନେଶ୍ୱର, :  ପିପିଲି ଉପନିର୍ବାଚନ ଲାଗି ରାଜ୍ୟର ୩ ପ୍ରମୁଖ ଦଳ ବିଜେଡି, କଂଗ୍ରେସ ଓ ଭାଜପା ନିଜ ନିଜର ୨୦ ଜଣିଆ ଷ୍ଟାର ପ୍ରଚାରକ ତାଲିକା ଘୋଷଣା କରିଛନ୍ତି। ଆସନ୍ତା ୩୦ରେ ପିପିଲି ଉପନିର୍ବାଚନ ଥିବାବେଳେ ଅକ୍ଟୋବର ୩ ତାରିଖରେ ଭୋଟ ଗଣତି କରାଯିବ। ତେବେ ଉପନିର୍ବାଚନ ପାଇଁ ସବୁ ଦଳ ନିଜର…
Read More...

୧୭ରୁ ପୁଣି ବର୍ଷା।

ଭୁବନେଶ୍ବର: ଭାରତୀୟ ପାଣିପାଗ ବିଭାଗ(ଆଇଏମ୍‌ଡି) ମହାନିର୍ଦେଶକ ମୃତ୍ୟୁଞ୍ଜୟ ମହାପାତ୍ର ସୂଚନା ଦେଇ କହିଛନ୍ତି ଯେ ସେପ୍ଟେମ୍ବର ୧୭ ସୁଦ୍ଧା ବଙ୍ଗୋପସାଗରରେ ପୁଣି ଏକ ଘୂର୍ଣ୍ଣିବଳୟ ସୃଷ୍ଟି ସମ୍ଭାବନା ରହିଛି। ସେପ୍ଟେମ୍ବର ୧୮ ସକାଳ ସୁଦ୍ଧା ଉତ୍ତର ଓଡ଼ିଶା ନିକଟରେ ପହଞ୍ଚିପାରେ ଏବଂ ଏହାର…
Read More...

ସାହିତ୍ୟ ପତ୍ରିକା “ବୋଉ” ଉନ୍ମୋଚିତ।

ଭୁବନେଶ୍ୱର, ୧୩/୯ : ସାହିତ୍ୟ ପତ୍ରିକା ‘ବୋଉ’ର ଶୁଭ ଉନ୍ମୋଚନ କାର୍ଯ୍ୟକ୍ରମ ସ୍ଥାନୀୟ ଜନକଲ୍ୟାଣ ଭବନଠାରେ ଅନୁଷ୍ଠିତ ହୋଇଯାଇଛି । ଅଧ୍ୟକ୍ଷ ବନମାଳୀ ସାମନ୍ତରାଙ୍କ ପୌରହିତ୍ୟରେ ଅନୁଷ୍ଠିତ ଏହି କାର୍ଯ୍ୟକ୍ରମରେ ମୁଖ୍ୟଅତିଥି ଭାବେ ରଣଭୂଇଁର ସମ୍ପାଦକ ବ୍ରଜବନ୍ଧୁ ପରିଡ଼ା, ସମ୍ମାନିତ ଅତିଥି…
Read More...

ପ୍ରକାଶ ପାଇଲା ଯୁକ୍ତ ଦୁଇ କଟ୍ ଅପ ମାର୍କ। ରେଭେନ୍ସା ତିନୋଟି ଷ୍ଟ୍ରିମରେ ଆଗରେ।

ଭୁବନେଶ୍ୱର : ଆଜି ପ୍ରକାଶ ପାଇଛି ଯୁକ୍ତ ୨ ନାମଲେଖାର ପ୍ରଥମ କଟ ଅଫ ମାର୍କ । ତିନୋଟି ଷ୍ଟ୍ରିମରେ ରେଭେନ୍ସା ହାଇଅର ସେକେଣ୍ଡାରୀ ସ୍କୁଲ ସର୍ବାଧିକ କଟ ଅଫ ମାର୍କରେ ରହିଛି। କଳାରେ ୭୯.୦୩%, ବାଣିଜ୍ୟରେ ୮୨% ଏବଂ ବିଜ୍ଞାନରେ ୯୧.୩୩% ସହ ଆଗରେ ରହିଛି ରେଭେନ୍ସା । ବିଜ୍ଞାନରେ ଭୁବନେଶ୍ୱରର…
Read More...

ଆହୁରି ଛେଚିବ ବର୍ଷା।

ଭୁବନେଶ୍ବର,(ଓଡ଼ିଆ ନ୍ୟୁଜ) : ଉତ୍ତର ପଶ୍ଚିମ ଏବଂ ଏହାର ପାର୍ଶ୍ବବର୍ତ୍ତୀ ପଶ୍ଚିମ କେନ୍ଦ୍ରୀୟ ବଙ୍ଗୋପସାଗରରେ ସୃଷ୍ଟ ଲଘୁଚାପ ଘନୀଭୂତ ହୋଇଛି। ଏହାର ପ୍ରଭାବରେ ସାରା ରାଜ୍ୟରେ ତୁହାକୁ ତୁହା ପ୍ରବଳ ବର୍ଷା ଲାଗି ରହିଛି । ରବିବାର ସକାଳ ପ୍ରହରରୁ ଅବିଶ୍ରାନ୍ତ ବର୍ଷା ହୋଇଛି। ବର୍ଷା…
Read More...

ଭୂପେନ୍ଦ୍ର ପଟେଲ ଗୁଜୁରାଟର ନୂଆ ମୁଖ୍ୟମନ୍ତ୍ରୀ।

ଅହମ୍ମଦାବାଦ: ଭୂପେନ୍ଦ୍ର ପଟେଲ ହେବେ ଗୁଜରାଟର ନୂଆ ମୁଖ୍ୟମନ୍ତ୍ରୀ। ଆଜି ବିଧାୟକ ଦଳ ବୈଠକରେ ନିଷ୍ପତ୍ତି। ବିଧାୟକ ଦଳ ବୈଠକରେ ଭୂପେନ୍ଦ୍ର ପଟେଲ ନେତା ନିର୍ବାଚିତ। ଫଳରେ ଭୂପେନ୍ଦ୍ର ପଟେଲ ଗୁଜୁରାଟର ନୂଆ ମୁଖ୍ୟମନ୍ତ୍ରୀ ହେବା ସ୍ପଷ୍ଟ ହୋଇଯାଇଛି। ଭୂପେନ୍ଦ୍ର ପଟେଲ୍ ନୂଆ ମୁଖ୍ୟମନ୍ତ୍ରୀ…
Read More...

କୋରାପୁଟକୁ ଅଧିକ ଟ୍ରେନ ଚଳାଚଳ ପାଇଁ ଦାବିକଲେ ବାହିନୀପତି

ଭୁବନେଶ୍ୱର: ଅବିଭକ୍ତ କୋରାପୁଟ ଜିଲାକୁ ରେଳବାଇ ସବୁବେଳେ ବୈମାତୃକ ମନୋଭାବ ପୋଷଣ କରିଆସିଛି। ଏଠାରୁ ବିପୁଳ ପରିମାଣର ରାଜସ୍ବ ନେଉଥିଲେ ହେଁ ଦେଲାବେଳକୁ ହାତ ଥରୁଛି। ‌େ‌ଯଉଁଥିପାଇଁ ଗତ ୨୨ବର୍ଷ ଭିତରେ ରାଜଧାନୀରୁ ଜିଲାକୁ ମାତ୍ର ଗୋଟିଏ ଟ୍ରେନ୍ ଗଡୁଛି ବୋଲି କଂଗ୍ରେସର ବରିଷ୍ଠ ବିଧାୟକ…
Read More...

ଡ.ବିଭୂତି ପଟ୍ଟନାୟକଙ୍କୁ କାଦମ୍ବିନୀ ସାହିତ୍ୟ ସମ୍ମାନ।

ଭୁବନେଶ୍ବର : ମାସିକ ପାରିବାରିକ ପତ୍ରିକା କାଦମ୍ବିନୀ ପକ୍ଷରୁ ବିଶିଷ୍ଟ ସାହିତ୍ୟିକ ଓ ଔପନ୍ୟାସିକ ଡ. ବିଭୂତି ପଟ୍ଟନାୟକଙ୍କୁ କାଦମ୍ବିନୀ ସାହିତ୍ୟ ସମ୍ମାନ ପ୍ରଦାନ କରାଯାଇଛି । ଆଜି ପୂର୍ବାହ୍ନରେ କିଟ୍‌ ପରିସରସ୍ଥିତ ଜଗନ୍ନାଥ ମନ୍ଦିରରେ କବି, ସାହିତ୍ୟିକ, କଳାକାରଙ୍କୁ ନେଇ ଏକ ବନ୍ଧୁ…
Read More...