ଗାଲାକ୍ସିର ଏସ, ଏମ ଏବଂ ଏଫ ଶୃଙ୍ଖଳ ସ୍ମାର୍ଟଫୋନ ଉପରେ ଭାରତରେ ସାମସଙ୍ଗର ବିଶେଷ ରିହାତିର ଘୋଷଣା
ସାମସଙ୍ଗ, ଭାରତର ଏକ ସର୍ବବୃହତ୍ ଗ୍ରାହକ ଇଲେକ୍ଟ୍ରୋନିକ୍ସ ବ୍ରାଣ୍ଡ, ଆଜି ପୂର୍ବରୁ ଦେଖାଯାଇନଥିବା ମୂଲ୍ୟର କେତେ ଗୁଡ଼ିଏ ଚୟନକାରୀ ଫ୍ଲାଗସିପ୍ ଗାଲାକ୍ସି ଏସ,ଏମ ଏବଂ ଏଫ ଶୃଙ୍ଖଳ ସ୍ମାର୍ଟଫୋନର ଘୋଷଣା କରିଛି । ପୂର୍ବରୁ ଏଭଳି ଶୁଭାରମ୍ଭ ହୋଇନଥିବା ସ୍ମାର୍ଟଫୋନ ଉପରେ ଗାଲାକ୍ସି ନିଜର ବିଶେଷ ମୂଲ୍ୟ ଏହାର ଗ୍ରାହକମାନଙ୍କୁ ଦେବାକୁ ଯାଉଛି ।
ଗାଲାକ୍ସି ଏସ୨୩ ଏଫଇର ପ୍ରକୃତ ମୂଲ୍ୟ ୫୪୯୯୯ ଟଙ୍କା ବଦଳରେ ଏହା କେବଳ ୨୭୯୯୯ ଟଙ୍କାରେ ଉପଲବ୍ଧ ହେବ । ସେହିପରି ଗାଲାକ୍ସି ଏସ୨୩ ପ୍ରକୃତ ମୂଲ୍ୟ ୭୪୯୯୯ ଟଙ୍କା ବଦଳରେ ଏହା କେବଳ ୩୭୯୯୯ ଟଙ୍କାରେ ଉପଲବ୍ଧ ହେବ ।
ଏକ କାଉଂଟର ପଂଏଟ ସର୍ଭେ ମୁତାବକ ଭାରତରେ ଗାଲାକ୍ସି ଏସ୨୩ ଏଫଇ ୩୦,୦୦୦ ଟଙ୍କାରୁ ଅଧିକ ମୂଲ୍ୟର ଆଣ୍ଡ୍ରଏଡ଼ ସ୍ମାର୍ଟଫୋନର ବିକ୍ରୟ ଏକ ନମ୍ବର ସ୍ଥାନରେ ରହିଛି । ଚଳିତ ବର୍ଷ ପ୍ରାରମ୍ଭରେ ସାମସଙ୍ଗ ଏହାର ଗାଲାକ୍ସି ଏଆଇ ବିଶେଷତ୍ୱ ସମ୍ପନ୍ନ ଗାଲାକ୍ସି ଫ୍ଲାଗସିପର ଅଧିକ ସଂଖ୍ୟକ ସାମଗ୍ରୀର ଘୋଷଣା କରିଥିଲା ଯାହା ମଧ୍ୟରେ ଥିଲା ଗାଲାକ୍ସି ଏସ୨୩ ଅଲଟ୍ରା, ଗାଲାକ୍ସି ଏସ୨୩ ଏବଂ ଗାଲାକ୍ସି ଏସ୨୩ ଏଫଇ ଯାହାକି ମୋବାଇଲ କ୍ଷେତ୍ରରେ ଏଆଇକୁ ସାର୍ବଜନୀନ କରିପାରିଥିଲା । ଗାଲାକ୍ସି ଏଆଇ ବିଶେଷତ ସହିତ ଆସିଥିବା ଏହିଭଳି ବ୍ୟବହାରକାରୀ ଗାଲାକ୍ସି ଏସ୨୩ ଅଲଟ୍ରା, ଗାଲାକ୍ସି ଏସ୨୩ ଏବଂ ଗାଲାକ୍ସି ଏସ୨୩ ଏଫଇ ଏହିଗୁଡ଼ିକ ଯେଉଁସବୁ ବିଶେଷ ଉପକାରୀତା ସହିତ ଉପଲବ୍ଧ ହେବ ସେ ଗୁଡ଼ିକ ମଧ୍ୟରେ ରହିଛି ସର୍କଲ ଟୁ ସର୍ଚ୍ଚ, ଲାଇଭ ଟ୍ରାନ୍ସଲେଟ ଏବଂ ନୋଟ ଆସିସ୍ ଇତ୍ୟାଦି । ଗାଲାକ୍ସି ଏଆଇର ସମ୍ମିଳିତ ଏହି ବିସ୍ତାରିତ ଗାଲାକ୍ସି ଇକୋସିଷ୍ଟମ ମଧ୍ୟରେ ଯେଉଁସବୁ ତ୍ରୁଟି ବିହିନ ଅଭିଜ୍ଞତା ବ୍ୟବହାରକାରୀମାନଙ୍କ ପାଖରେ ଉପଲବ୍ଧ ହେବ ତାହା ଅନେକ ଗୁଡ଼ିଏ ନୂତନ ଦକ୍ଷତାକୁ ଏଆଇ ପ୍ରୋତ୍ସାହନ ସହିତ ସକ୍ଷମ କରିପାରିବ ।
ବିକଳ୍ପ ତଥା ବିଶ୍ୱସ୍ତ ସଫଳତା ପାଇଁ ଗାଲାକ୍ସି ଏସ୨୩ ଏଫଇ ସହିତ ଫ୍ଲାଗସିପ ପ୍ରୋ-ଗ୍ରେଡ଼ ନାଇଟୋଗ୍ରାଫି କ୍ୟାମେରା ସହିତ ତିନିଗୁଣା ଅଧିକା ଅପଟିକାଲ ଜୁମ୍ ଯାହାକି ୪ଏମଏମ ଚିପ୍ ସେଟ୍ ସହିତ ଆସୁଅଛି ଯାହାକି ଏକ ଅବିଶ୍ୱସନୀୟ ଅଭିଜ୍ଞତା ଅଟେ । ଏଥିରେ ରହିଥିବା ୪୫୦୦ ଏମଏଏଚ ଼ବ୍ୟାଟେରୀ ଏହାର ସଂରକ୍ଷଣ କ୍ଷମତାକୁ ଅଧିକ ବ୍ୟାପକ କରିବା ସହିତ ୩୦ ମିନିଟ ସମୟ ମଧ୍ୟରେ ସ୍ମାର୍ଟଫୋନକୁ ଏହା ୫୦ ପ୍ରତିଶତରୁ ଅଧିକ ଚାର୍ଜ କରିପାରିବ ।
ଗାଲାକ୍ସି ଏସ୨୩ ଏକ ମହତ୍ୱପୂର୍ଣ୍ଣ ଉପକରଣ ଅଟେ ଯାହା ସହିତ ସଂଲଗ୍ନ ରହିଛି ସମସ୍ତ ପ୍ରକାରର ନୂତନ କ୍ୟାମେରା ବିଶେଷତ୍ୱ । ଯେପରିକି ନାଇଟୋଗ୍ରାଫି ସକ୍ଷମତା ଯାହା କମ୍ ଆଲୋକକୁ କାର୍ଯ୍ୟକ୍ଷମ କରିପାରିବ, ୫୦ ଏମର ଏକ ପିକ୍ସେଲ ସେନସର ଯାହାକି ଫଟୋ ଗୁଡ଼ିକ ଉପରେ ସମ୍ପୂର୍ଣ୍ଣ ବିବରଣୀ ପ୍ରଦାନ କରିପାରିବ ତଥା ଏଆଇ ଷ୍ଟେରିଓ ଡ଼େପ୍ଥ ମ୍ୟାପ ଯୁକ୍ତ ଫଟୋ ପ୍ରଦାନ କରିପାରିବ । ଗାଲାକ୍ସିରେ ଉପଲବ୍ଧ ହେଉଥିବା ଏହାର ଗ୍ରାହକମାନଙ୍କ ପାଇଁ ସବୁଠାରୁ ଗତିଶୀଳ ତଥା ଶକ୍ତିଶାଳୀ କାର୍ଯ୍ୟକ୍ଷମତା ମଧ୍ୟରେ ଏହି ସ୍ମାର୍ଟଫୋନରେ ରହିଛି ସ୍ନାପ୍ଡ୍ରାଗୋନ ୮ ଜେନର ଦୁଇଟି ମୋବାଇଲ ପ୍ଲାଟଫର୍ମ ଯାହାକି ସାମସଙ୍ଗ ପାଇଁ ଅନୁକୁଳତମ ଅଟେ ।
ଗାଲାକ୍ସି ଏସ୨୩ ଅଲଟ୍ରାରେ ରହିଥିବା ୧୦୯୯୯୯ ଟଙ୍କାର ପ୍ରକୃତ ମୂଲ୍ୟ ଯାହାକି ଉପଲବ୍ଧ ହେବାକୁ ଯାଉଛି କେବଳ ୬୯୯୯୯ ଟଙ୍କା ଏହା ପ୍ରକୃତରେ ସମସ୍ତର ପାଟିକୁ ବନ୍ଦ କରିଦେବା ଭଳି ପରିସ୍ଥିତି ଆଣିପାରିଛି । ଗାଲାକ୍ସ ଏସ୨୩ ଅଲଟ୍ରା ୨୦୦ ଏମପି ସେନସର ସହିତ ଆଡ଼େପଟିପ୍ ପିକ୍ସଲକୁ ନେଇ ଉପଲବ୍ଧ ହେଉଅଛି ଯାହାକି ଛବିର ଏକ ବିସ୍ମୟକର ସମ୍ପୂର୍ଣ୍ଣ ବିବରଣୀ ପ୍ରଦାନ କରିପାରିବ । ସୁପର କ୍ୱାଡ଼ ପିକ୍ସେଲ ଏଏଫ ସହିତ ଏଥିରେ ରହିଥିବା ସମ୍ମୁଖ ଭାଗର କ୍ୟାମେରା ୫୦ ପ୍ରତିଶତରୁ ଅଧିକ ପ୍ରସଙ୍ଗ ଉପରେ ଆଲୋକପାତ କରିପାରିବ । ଗାଲାକ୍ସି ଏସ୨୩ ଅଲଟ୍ରା ସହିତ ପାରମ୍ପରିକ ଗଠନର ସ୍ନାପ୍ଡ୍ରାଗୋନ୮ ଜେନର ଦୁଇଟି ମୋବାଇଲ ପ୍ଲାଟଫର୍ମ ସାମସଙ୍ଗ ପାଇଁ ପ୍ରଦାନ କରୁଛି ଯାହାକି ପୃଥିବୀର ସବୁଠାରୁ ଅଧିକ ବେଗକାରୀ ମୋବାଇଲ ଗ୍ରାଫିକ୍ସ ଅଟେ । ଏହି ଫ୍ଲାଗସିପ୍ ସ୍ମାର୍ଟଫୋନ ୨.୭ ଗୁଣିତକର ବୃହତ୍ ଶିତଳ ଚାମ୍ବର ସହିତ ଉପଲବ୍ଧ ହେଉଅଛି ଯାହାକି ବିଶ୍ୱସ୍ଥ ଗେମିଙ୍ଗ କାର୍ଯ୍ୟକାରୀତାକୁ ପ୍ରଦାନ କରିଥାଏ ।
ଗାଲାକ୍ସି ଏସ୨୪ ଅଲଟ୍ରାର ପ୍ରକୃତ ମୂଲ୍ୟ ୧୨୯୯୯୯ ଟଙ୍କାରେ ଆରମ୍ଭ ହେଉଥିବା ବେଳେଏହା ୧୦୯୯୯୯ ଟଙ୍କାରେ ଆକର୍ଷଣୀୟ ମୂଲ୍ୟରେ ଉପଲବ୍ଧ ହେବାକୁ ଯାଉଛି । ସେହିପରି ଗାଲାକ୍ସି ଏସ୨୪ ପ୍ଲସ ଏବଂ ଗାଲାକ୍ସି ଏସ୨୪ ଯାହାର ପ୍ରକୃତମୂଲ୍ୟ ୯୯୯୯୯ ଟଙ୍କାଏବଂ ୭୪୯୯୯ଏହା ବର୍ତମାନ ଯଥାକ୍ରମେ କେବଳ ୬୪୯୯୯ ଟଙ୍କା ଏବଂ ୫୯୯୯୯ ଟଙ୍କାରେ ଉପଲବ୍ଧ ହେବାକୁ ଯାଉଛି ।
ଗାଲାକ୍ସି ଏସ୨୪ ବ୍ୟବହାରକାରୀମାନେ ମୋବାଇଲ ଏଆଇର ଏକ ନୂଆ ଯୁଗରେ ପ୍ରବେଶ ସହିତ, ଗାଲାକ୍ସି ଏଆଇ ସହିତ ଗ୍ରାହକମାନେ ଅନେକ ଗୁଡ଼ିଏ ନୂଆ ଦିଗକୁ କରିପାରିବେ ଗାଲାକ୍ସି ଏସ୨୪ ଅଲଟ୍ରା ଫୋନ ଗୁଡ଼ିକ ମଧ୍ୟରେ ରହିଥିବା ଯେଉଁ ପରିବର୍ଦ୍ଧିତଏବଂ ପୁନଃ ନାମିତ ଯେଉଁ ମୌଳିକ ଭୂମିକା ଗୁଡ଼ିକୁ ପ୍ରଦାନ କରିଥାଏ ସେଗୁଡ଼ିକ ହେଉଛି: ଅନୁବାଦର ସିଧା ଯୋଗାଯୋଗ, ନିଜ ଆପ ମଧ୍ୟରେଏହି ଦୁଇ ଦିଗକୁ ପ୍ରକୃତ ସମୟ ମଧ୍ୟରେ ଉଭୟ ସ୍ୱର ଏବଂ ଅନୁଶୀଳନୀକୁ ଅନୁବାଦ୍ୟ କରିଫୋନ କଲ୍ କରିବା । ବ୍ୟାଖ୍ୟାକାରୀଙ୍କ ସହିତ ରହି ସ୍ପ୍ଲିଟ ସ୍କ୍ରିନ ଦୃଶ୍ୟମାନ ଉପରେ ସିଧା ବାର୍ତ୍ତାଳାପରତତ୍କ୍ଷଣାତ୍ ଅନୁବାଦ କରିଥାଏ ।ବିନାକୌଣସିସେଲୁଲାର ତଥ୍ୟ କିମ୍ବାୱାଇ-ଫାଇରସହାୟତା ନ ନେଇ ଏହା ବାର୍ତାଳାପ ଏବଂ ଅନ୍ୟାନ୍ୟ ଆପ ସହିତ ଯୋଗାଯୋଗର ସୁବିଧା ପ୍ରଦାନ କରିଥାଏ । ଅତିରିକ୍ତ ଭାବରେ ଚାଟ ଆସିଷ୍ଟ ଆବଶ୍ୟକ କରୁଥିବା ସଠିକ୍ ଆଳାପ ସମ୍ବନ୍ଧୀୟ ସ୍ୱରର ଯୋଗାଯୋଗକୁ ସୁନିଶ୍ଚିତ କରିଥାଏ ।